ଅଂଚଳ ଖବର ଜିଲ୍ଲାଖବର ରାଜ୍ୟଖବର

୭କୋଟି ଟଂକାର ରାସ୍ତା ! ଡ୍ରେନେଜଅଭାବରୁ ଜଳାର୍ଣବ,ଲୋକକଂ ଘରେ ପଶିଲାଣି ପାଣି

Spread the love

କଟକ ୨୫।୯ (ସ୍ୱ.ପ୍ର)- ଜଗତସିଂହପୁର ରାସ୍ତା ଓ ଗ୍ରୁହ ନିର୍ମାଣ ବିଭାଗଅଧୀନରୁ କଟକ ଡିଭିଜନଅଧୀନକୁ ଫେରିଥିବା ବାଗଲପୁର-ସାଇଲୋଝାରପଡା ୧୦କି.ମି ରାସ୍ତା ଯାହା ଉପରେ ସରକାର ନାବାର୍ଡରୁ ୭କୋଟି ଟଂକାର ରୁଣ ଆଣି ଉନ୍ନୟନ କରିଥିଲେ ,ଲଗାଣବର୍ଷା ଓ ଡ୍ରେନେଜ ଅଭାବ ଯୋଗୁ ତାହାଏବେ ମାଇଲବ୍ୟାପୀ ଜଳାର୍ଣବ ଓ ଗମନାଗମନ ବ୍ୟାହତ ହୋଇଛି । ଲୋକ କଂ ଘରେ ପାଣି ପଶିଲାଣି,ବନ୍ୟା ନ ହୋଇ ବି ରାସ୍ତା ଉପରେ ବନ୍ୟାଜଳର ଦ୍ରୁଶ୍ୟ ମଣିଷ କଥା ଦୂର କୁକୁର ଟିଏ ବି ଯିବାକୁ ଭାବିଚିନ୍ତି ହେଉଛି ରାସ୍ତା ପାର୍ଶ୍ୱ ସରକାରୀ ବେସରକାରୀ ସ୍ଥାନ ଅବିଚାରିତ ଭାବେ ନିର୍ମାଣ କାର୍ଯ୍ୟରୁ ଅବରୁଦ୍ଧ ଦେଖିବାକୁ କେହିନାହିଁ। ଗତରାତିରେ ରାସ୍ତାବୁଡିଥିବା ଜଳ ଓ ଖାଲ ଖମାଭିତରେ ପଡି ୨ଜଣ ଅଜଣା ବାଇକ ଆରୋହୀ ଗୁରୁତର ଆହତ। ହେଲେ ଆପଣା ହସ୍ତେ ଜିହ୍ୱା ଛେଦି……..ରୁ ତ୍ରାହୀ କରିବ ଅବା କିଏ ? ମୁକ୍ତିମିଳିବ କେବେ ?

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]