ବେଆଇନ ଘର ଓ ଘରଭଂଗା ହାତେଇଥିବା ଗୋବିନ୍ଦପୁର ଥାନା ଯୋହଳ ଗାଁ ଲୋକକଂ ମେଳି:ଆପତ୍ତିକାରୀକଂ ଘରକୁ ଠେଂଗାବାଡି ସହ ଘେରାଉ,ଆଇନଶ୍ରୁଂଖଳା ଆଶଂକା!
https://youtu.be/LMi7QB4HKRI https://youtu.be/ftpDsNGDrTk ଯୋହଳ ଗ୍ରାମରେ ଅଯୋଗ୍ୟ ହିତାଧିକାରୀ ମାନେ ଆବେଦନ କାରୀକଂ ଘରଉପରେ [...]
ବାଲିବୋଝେଇ ଭାରୀଯାନ ଯୋଗୁ ଗୋବିନ୍ଦପୁରପରେ କୂଳବ୍ରାହ୍ମଣସାଇଲୋ,ଝାରପଡା କେନାଲପୋଲ ବି ଭାଂଗିବ!ଆଶଂକାରେ ଜନସାଧାରଣ,ନିଦରେ ପ୍ରଶାସନ
ବାଲିବୋଝେଇ ଭାରୀଯାନ ଗୁଡିକର ଅବିଚାରିତ ଭାବେ ପରିବହନ ଯୋଗୁ ଗତ ପ୍ରାୟ ୬ଦିନତଳେ […]
ନିଆଳି:ବଗଲୋଗଡରେ ଅଗ୍ନିକାଣ୍ଡ,ଦୁଇଦଳିତ ପରିବାର ବାସହରା
ନିଆଳି ୧୩।୧୧(ନି.ପ୍ର) ନିଆଳି ଥାନା ବଗଲୋଗଡ ଦଳିତ ସାହିରେ ଆଜି ସଂଧ୍ୟାରେଏକ ଭୟାବହ […]
ସାଇଲୋ-ସାଇବିରି ବାଲିଯାତ୍ରା ଉତ୍ସବ ଓ ବୋଇତବନ୍ଦାଣ ଅନୁଷ୍ଠିତ
ଉତ୍କଳୀୟ ସଂସ୍କ୍ରୁତି,ପରମ୍ପରା ଓ ନୌ-ବାଣିଜ୍ୟର ପ୍ରତୀକ ଦୂରଦେଶରେ ବାଣିଜ୍ୟର ଇମାରତ ଗଢି ସାମ୍ରାଜ୍ୟ […]
କୋରକୋରା ପଂଚାୟତ କାର୍ଯ୍ୟାଳୟରେ ମରାମରି:୨୦ହଜାର ଟଂକାରେ ଜଣକୁଂ ୩/୪ ମାଗଣା ଆବାସ!
କଟକ ଜିଲ୍ଲା,ବାରଂଗ ବ୍ଲକ ,କୋରକୋରା ପଂଚାୟତ,ମାଗଣା ଘର ବଣ୍ଟନକୁ କେନ୍ଦ୍ରକରି ପଂଚାୟତ କାର୍ଯ୍ୟାଳୟ […]
ନିଆଳିବ୍ଲକଭିତରେ ମାଡମାରିବା ଘଟଣା:ଗିରଫ ଅଭିଯୁକ୍ତକୁଂ ମୁକୁଳାଇବାକୁ ପିଡୀତକଂ ଘରକୁ ବୋମାମାଡ!
ନିଆଳି ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଜଣେ ହିତାଧିକାରୀ ନାରଣ ସାହୁକୁଂ ବିନା ନିର୍ଦ୍ଦିଷ୍ଟକାରଣରେ […]
ଅବୈଧପ୍ରେମ ! ନା ବାଳିକାକୁ ମାରି ରାତିରାତି ପୋଡିଦେଲେ, ଥାନା ପୁଲିସ ନୀରବ କାହିଁକି ?
ହତ୍ୟା,ଆତ୍ମହତ୍ୟା ନା ଅବୈଧ ଗର୍ଭପାତ ମ୍ରୁତ୍ୟୁ ?! ପୁଲିସ ନ ଜାଣି ମ୍ରୁତ୍ୟୁ, […]
ଖବର ସଂଗ୍ରହ ବେଳେ ସାମ୍ବାଦିକା ମଧୁମିତା ସାହୁକୁଂ ନିଆଳିବ୍ଲକ କାର୍ଯ୍ୟାଳୟ ଭିତରେ ବିଜେଡି ଗୁଣ୍ଡାକଂ ମରଣାନ୍ତକ ଆକ୍ରମଣ
ନିଆଳି ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଆଜିଅପରାହ୍ନ ପ୍ରାୟ ୧.୩୦ ବେଳେ ଜଣେକାର୍ଯ୍ୟରତା ମହିଳା […]
ପୋଲଭାଂଗିଗଲା!ଅଧାରେ ଝୁଲି ରହିଚି ବାଲିବୋଝେଇ ଟ୍ରକ୍,ଅଳ୍ପକେ ବର୍ତ୍ତିଲେ ଚାଳକ।
ଏକ ବାଲିବୋଝେଇ ହାୱା ପୋଲଉପରେ ଯାଉଥିବା ବେଳେ ପୋଲ ମଝିରୁ ଭାଂଗିଯିବାରୁ ବାଲିସହ […]
ବାଉଁଶବୋଝେଇ ମିନି ଟ୍ରକ ନଦୀବନ୍ଧରୁ ଓଲଟିପଡିଲା:ଅଳ୍ପକେ ବର୍ତ୍ତିଲା ଚାଳକ !
ଗୋବିନ୍ଦପୁର ଥାନା ପୁଲିସର କଟକଣା ଅଭାବରୁ ବାରମ୍ବାର ବାଉଁଶ ବୋଝେଇ ଟ୍ରକ ଗୁଡିକ […]
