breaking News

ଓଲଟପୁର ଥାନାନ୍ତର୍ଗତ ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ-ରାଜପଥର ବାଗଲପୁର ଠାରେ ଅଟୋରିକ୍ସାର ମହିଳା ଯାତ୍ରୀକୁଂଲୁଟିଲେ ଚାଳକ: ମହିଳା ଯାତ୍ରୀକଂ ନାମ ଲକ୍ଷ୍ମୀପ୍ରିୟା ମହାନ୍ତି ସ୍ୱାମୀ ଦୁଷ୍ମନ୍ତ ମହାନ୍ତି,ଘର ଗୋବିନ୍ଦପୁର ଥାନା ବ୍ରାହ୍ମଣ ସାଇଲୋଗ୍ରାମରେ;ଅଭିଯୁକ୍ତ ଅଟୋଚାଳକକଂ ନାମ ରଂଜୁଆଭୋଇ,ଘର ଗୋବିନ୍ଦପୁରଥାନା ସାନପାଟସୁନ୍ଦର ଗ୍ରାମରେ ବୋଲି ପିଡିତା ମହିଳା ଚିହ୍ନଟ କରିଛନ୍ତି:ଓଲଟପୁର ଥାନା ଖବରପାଇ ମହିଳା କୁଂ ଉଦ୍ଧାରକରିଛନ୍ତି,ଥାନାରେ ପଚରା ଉଚରା ଚାଲିଛି

https://youtu.be/WYEEzqP52FQ ମହିଳା ଯାତ୍ରୀକୁଂଅଟୋଚାଳକ କଂ ଲୁଟ୍
breaking News ଜିଲ୍ଲାଖବର

କଟକ ସଦର ଉପଜିଲ୍ଲାପାଳକଂ ନିଷ୍ପତ୍ତି ଓ ନିର୍ଦ୍ଦେଶକ୍ରମେ କଡା ପୁଲିସ ସୁରକ୍ଷାରେ ଅ‍ଡଶପୁର ତାରାପୋଖରୀ ଲିଜ ନେଇଥିବା ମହିଳାଗୋଷ୍ଠୀ ମାଛଧରିଲେ* ପ୍ରଥମ ପର୍ଯ୍ୟାୟରେ ବିକ୍ରିଲବ୍ଧ ୨୦ହଜାର ଟଂକା ପଂଚାୟତକୁ ଅସୁଲି ଦିଆଗଲା

https://youtu.be/qmJRmAA4Yvs Adaspur Tara Pokhari fishing https://youtu.be/-oSjHEU5ji8 Adaspur Tarapokhari fishing(2)