ଜିଲ୍ଲାଖବର ରାଜ୍ୟଖବର

ନିଆଳି,ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ରଜତଜୟନ୍ତୀ ସମାରୋହ:ରାଜ୍ୟପାଳକଂ ଦ୍ୱାରା ଉଦଘାଟିତ

ବିଦ୍ୟା,ଆଧ୍ୟାତ୍ମିକ ଚେତନା ଓ ବିଜ୍ଞାନ ପାରସ୍ପରିକ ସଂପର୍କୀଭୂତ -ମହାମହିମରାଜ୍ୟପାଳ- ନିଆଳି ଶିଶୁବିଦ୍ୟାମନ୍ଦିର ରଜତଜୟନ୍ତୀ […]

breaking News ଅଂଚଳ ଖବର

ଦେବୀନଦୀର ଶିରୋସୁନ୍ଦରପୁର ପଠାରୁ ବେଆଇନ ମାଟିଉଠାଣ:ଧରପଗଡରେ କଣ୍ଟାପଡା ତହସିଲଦାର ଓ ଅତିରିକ୍ତ ତହସିଲଦାରକୁଂ ଗାଡିଚଢେଇ ମାରିଦେବାକୁ ଧମକ,ଥାନାରେ ଜବତହେଲା ଟ୍ରାକ୍ଟର,ମାମଲା ରୁଜୁ

ଅଂଚଳ ଖବର ଜିଲ୍ଲାଖବର

ସରକାରକଂ ପକ୍ଷରୁ ଚାଷୀକୁଂ ମାଗଣା ମୁଗମଂଜି ବଣ୍ଟନ

ରାଜ୍ୟସରକାରକଂ ପକ୍ଷରୁ” ଆତ୍ମା”କଟକଜିଲ୍ଲା,କଣ୍ଟାପଡା ବ୍ଲକ ଜରିଆରେ ,ବଡପାଟସୁନ୍ଦରପୁର ପଂଚାୟତର ବାରସାଇଲୋ, ଖଣ୍ଡସାଇଲୋ ଗ୍ରାମର […]

breaking News ଦୁର୍ନିତି ରାଜ୍ୟଖବର

ନିଆଳିର ତିନିଟି ଚୋରା କରତକଳ ଉପରେ ଏକସମୟରେ ଚଢାଉ:୫୦ରୁଉର୍ଦ୍ଧ୍ୱ ବନକର୍ମଚାରୀ ନିୟୋଜିତ; ୨୦ଲକ୍ଷରୁଉର୍ଦ୍ଧ୍ୱ ଟଂକାମୂଲ୍ୟର ଯନ୍ତ୍ରାଂଶ ଜବତ,ଏବେ ବି ଚଢାଉ ଅବ୍ୟାହତ ରହିଛି

ନି ଆଳି ରେ ତିନିଟି ଚୋରାକରତକଳଉପରେ ଅଜିପ୍ରତ୍ୟୁଷରୁ ଚଢାଉ ଜାରି ରହିଛି କ୍ରୁଷ୍ଣ [...]
breaking News

ଓଲଟପୁର ଥାନାନ୍ତର୍ଗତ ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ-ରାଜପଥର ବାଗଲପୁର ଠାରେ ଅଟୋରିକ୍ସାର ମହିଳା ଯାତ୍ରୀକୁଂଲୁଟିଲେ ଚାଳକ: ମହିଳା ଯାତ୍ରୀକଂ ନାମ ଲକ୍ଷ୍ମୀପ୍ରିୟା ମହାନ୍ତି ସ୍ୱାମୀ ଦୁଷ୍ମନ୍ତ ମହାନ୍ତି,ଘର ଗୋବିନ୍ଦପୁର ଥାନା ବ୍ରାହ୍ମଣ ସାଇଲୋଗ୍ରାମରେ;ଅଭିଯୁକ୍ତ ଅଟୋଚାଳକକଂ ନାମ ରଂଜୁଆଭୋଇ,ଘର ଗୋବିନ୍ଦପୁରଥାନା ସାନପାଟସୁନ୍ଦର ଗ୍ରାମରେ ବୋଲି ପିଡିତା ମହିଳା ଚିହ୍ନଟ କରିଛନ୍ତି:ଓଲଟପୁର ଥାନା ଖବରପାଇ ମହିଳା କୁଂ ଉଦ୍ଧାରକରିଛନ୍ତି,ଥାନାରେ ପଚରା ଉଚରା ଚାଲିଛି

https://youtu.be/WYEEzqP52FQ ମହିଳା ଯାତ୍ରୀକୁଂଅଟୋଚାଳକ କଂ ଲୁଟ୍
breaking News ଜିଲ୍ଲାଖବର

କଟକ ସଦର ଉପଜିଲ୍ଲାପାଳକଂ ନିଷ୍ପତ୍ତି ଓ ନିର୍ଦ୍ଦେଶକ୍ରମେ କଡା ପୁଲିସ ସୁରକ୍ଷାରେ ଅ‍ଡଶପୁର ତାରାପୋଖରୀ ଲିଜ ନେଇଥିବା ମହିଳାଗୋଷ୍ଠୀ ମାଛଧରିଲେ* ପ୍ରଥମ ପର୍ଯ୍ୟାୟରେ ବିକ୍ରିଲବ୍ଧ ୨୦ହଜାର ଟଂକା ପଂଚାୟତକୁ ଅସୁଲି ଦିଆଗଲା

https://youtu.be/qmJRmAA4Yvs Adaspur Tara Pokhari fishing https://youtu.be/-oSjHEU5ji8 Adaspur Tarapokhari fishing(2)
ରାଜ୍ୟଖବର

ତହସିଲ କାର୍ଯ୍ୟାଳୟରେ ଗୁଣ୍ଡାଗର୍ଦ୍ଦି କରି ଆଇନକୁ ହାତକୁନେଲେ ନିଆଳି ବିଧାୟକ!ସି.ସି.ଟି.ଭି କୁ ସାକ୍ଷୀକଲେ ଅସହାୟ କର୍ମଚାରୀ ?

ସରକାର ବିଜେଡିର,ବିଧାୟକ ବି ଶାସକଦଳର,କର୍ମଚାରୀ ବି ସରକାରକଂର, ମୁଖ୍ୟମନ୍ତ୍ରୀ ସବୁବେଳେ କହିଥାନ୍ତି ଆଇନ […]

breaking News ରାଜ୍ୟଖବର

ନିଆଳି ବିଧାୟକ ପ୍ରମୋଦମଲ୍ଲିକକଂ ନାଁରେ ଏତାଲା!,ଅଯୋଗ୍ୟ ହିତାଧିକାରୀକୁଂ’ଫନି’ ସହାୟତା ଦେବାକୁ ଚାପଦେଇ ବିଫଳ ହେବାରୁ ତହସିଲ କାର୍ଯ୍ୟାଳୟ ଭିତରେ ପଶି କର୍ମଚାରୀକଂ ଉପରେ ଗୁଣ୍ଡା ଗର୍ଦ୍ଦିର ଲିଖିତ ଅଭିଯୋଗ,ଅଭିଯୋଗ କୁ ଜିଲ୍ଲାପାଳକୁଂ ପଠାଇଲେ କଣ୍ଟାପଡା ତହସିଲଦାର