ଅଂଚଳ ଖବର

‘ଫନି’ଘରଭଂଗା ହିତାଧିକାରୀ ଚୟନରେ ବ୍ୟାପକଅନିୟମିତତା: ପ୍ରତିବାଦରେ ନିଆଳି ବି.ଜେ.ପି ର ଆନ୍ଦୋଳନ ଚେତାବନୀ

ନିଆଳି : ‘ଫନି’ଘରଭଂଗା ଓ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା […]

breaking News ଅଂଚଳ ଖବର

ଧାନମଣ୍ଡିରେ ଅଘଟଣ! କଟକ ଜିଲ୍ଲା,ନିଆଳିବ୍ଲକ ବିଳାସୁଣି ଧାନମଣ୍ଡିରେ ପାଇଖାନା ସଫାଏସିଡ ପିଇଦେଲେ ନିଜକୁ ସାମ୍ବାଦିକ କହୁଥିବା ଜଣେ ବ୍ୟକ୍ତି;ଅବସ୍ଥା ଗୁରୁତର,ଚିକିତ୍ସାଳୟରେ ଭର୍ତ୍ତି।ମଣ୍ଡିରୁ ମିଳିଥିବା ଜଳଖିଆ ଖାଇସାରି ପିଇବାପାଣି ଭାବି ପିଇଦେଲେ ଏସିଡ୍।ଅଂଚଳରେ ଆଲୋଡନ

breaking News ଜିଲ୍ଲାଖବର

କଟକ ଜିଲ୍ଲା,ଦେବୀ-କନ୍ଦଳ ଦ୍ୱୀପାଂଚଳ ଏରଂଚ ଠାରେ ଏକ ବେସରକାରୀ କ୍ଲିନିକ ରେ ବେଆଇନ ଭାବେ ଦୀର୍ଘଦିନ ହେଲା ଭ୍ରୁଣର ଲିଂଗ ଚିହ୍ନଟ,କନ୍ୟାଭ୍ରୁଣ ହତ୍ୟା,ଅବୈଧ ଗର୍ଭପାତ ଚାଲିଥିବା ଅଭିଯୋଗ। ତଦନ୍ତ ନାଁ ରେ ଅଧିକାରୀମାନେ ଓ ଗଣମାଧ୍ୟମ ପ୍ରତିନିଧି ମୋଟା ଅଂକ ଉତ୍କୋଚନେଇ ଘଟଣା ଚାପିଛନ୍ତି। ମହିଳା ସଂଗଠନ ଓ ମାନବାଧିକାର କର୍ମୀ ବି ସବୁଜାଣି ଚୁପ୍