

ଓଡିଶା ଦର୍ଶନପରିଷଦର ୩୨ତମ ବାର୍ଷିକଉତ୍ସବ ପାଳିତ:ଅଡଶପୁରସ୍ଥିତ ଉଦୟନାଥ ସ୍ୱୟଂଶାସିତବିଜ୍ଞାନ ଓ ବୈଷୟୀକ ମହାବିଦ୍ୟାଳୟରେ ମୁଖ୍ୟଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗଦେଲେ,ସମ୍ମାନିତ ଅତିଥି ପୂର୍ବତନ ସାଂସଦ,ପରିଚାଳନା କମିଟୀ ମୁଖ୍ୟ ତ୍ରିଲୋଚନ କାନୁନଗୋ
ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶିଲାଲ ଉତ୍ସବକୁ ଉଦଘାଟନ କରୁଛନ୍ତି