breaking News ରାଜ୍ୟଖବର

ସେନା କମାଣ୍ଡୋକଂ ନା ବାଳିକା ଧର୍ଷଣ !୧୬ବର୍ଷିୟା ନାବାଳିକାକୁଂ ବିବାହ ପ୍ରତିଶ୍ରୁତି ଦେଇ ସେନା କମାଣ୍ଡୋ ୬ବର୍ଷ ଧର୍ଷଣପରେ ପ୍ରତାରଣାଅଭିଯୋଗ# ନିଆଳି ଥାନାରେ ମହଂଗପଡା ଗ୍ରାମର ଅମରନାଥ ବେହେରାକଂ ନାଁ ରେ ରୁଜୁହେଲା ମାମଲା#ପିଡିତାକଂ ଘର ଗୋବିନ୍ଦପୁରଥାନା ସାଇଲୋବଡବିଲ ଗ୍ରାମରେ

breaking News ରାଜ୍ୟଖବର

ଜଗତସିଂହପୁର:ସରକାରକଂ ନିଷେଧାଦ୍ଦେଶ ସତ୍ତ୍ୱେ ଟିଉସନକୁ କେନ୍ଦ୍ରକରି ଜଗତସିଂହପୁର ଏସ.ଭି.ଏମ କଲେଜର ଦୁଇଗୋଷ୍ଠୀ ଅଧ୍ୟାପକକଂ ମଧ୍ୟରେ ଗଣ୍ଡଗୋଳ# ବାଣିଜ୍ୟଅଧ୍ୟାପକ ଧୀରେନମହାନ୍ତି ଓ ଏକ ରିଭଲଭର,୬କାଟ୍ରିଜ ଗୁଳି, ଚାରିଚକିଆଯାନ ସହ ୬ଅସାମାଜିକଗିରଫ# ଗିରଫମାନକଂ ମଧ୍ୟରେ ଅଛନ୍ତି ବାଣିଜ୍ୟ ଅଧ୍ୟାପକ ଧୀରେନମହାନ୍ତି,ସୁନିଲ ମହାନ୍ତି,ସର୍ବେଶ୍ୱରସ୍ୱାଇଁ, ସନ୍ତୋଷଗୋଛାୟତ, ସୁରେଶନାୟକ,ପ୍ରକାଶଧଳ,ସୁଶାନ୍ତଦାସ#ବାଣିଜ୍ୟ ଅଧ୍ୟାପକ ଜଗନ୍ନାଥ ବେହେରାକଂ ନାମରେ ବି ମାମଲାରୁଜୁ#କଲେଜ ପରିସରରେ ଉତ୍ତେଜନା# ୨୦୧୫-୨୦୧୮ବର୍ଷର ଶତାଧିକ ଛାତ୍ରଛାତ୍ରୀକଂ ଧାରଣା

breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

କଟକଜିଲ୍ଲାଅଡଶପୁର ପଂଚାୟତ ସରପଂଚକଂ ନାମରେ’ଅଫିସଅଫ ପ୍ରଫିଟ’ରଅଭିଯୋଗ!# ନିଜେ ସ୍ୱୟଂସହାୟୀକା ଗୋଷ୍ଠୀର ଚେୟାରପର୍ସନ ଥାଇ ସରକାରକଂ ଜୀବିକାମିଶନ ଅର୍ଥ,ବ୍ୟାଂକରୁ ରୁଣ ନେବାସହିତ ସରପଂଚ ଭାବେ ପଂଚାୟତ ପୋଖରୀକୁ ନିଜ ଗୋଷ୍ଠୀ ନାମରେ ମଂଜୁର କରାଇ ନେଇଥିବା ଅଭିଯୋଗ।#ଅଭିଯୋଗକାରୀ ମହିଳା ଯିବେ ଲୋକାୟୁକ୍ତ?# କଂଗ୍ରେସସମର୍ଥିତ ପ୍ରାର୍ଥିଭାବେ ବିଜେଡି ସମର୍ଥିିତପ୍ରାର୍ଥୀକୁଂ ମାତ୍ର ୩ଖଣ୍ଡ ଭୋଟରେ ହରାଇ ଜିତିଥିଲେ !