breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ଅନୁଗୋଳ:ଆଉ ଜଣେ ସୂଚନା ଓ ମାନବାଧିକାର କର୍ମୀ ସୁଜିତ ସାହୁକଂ ଜୀବନପ୍ରତି ବିପଦ# ଭାଂଗିଦେଲେ ତାଂକ ବାଇକ#ପିତାକଂ ନାମ ସୁଧାକରସାହୁ#ଘର ଅନୁଗୋଳଜିଲ୍ଲା,ବାଂଶପାଳ ବ୍ଲକ,କାଣ୍ଡସର ପଂଚାୟତ କନ୍ୟାବେଡାଗ୍ରାମରେ# ଅଭିଯୁକ୍ତ ଟିଟୁ ବେହେରା ବିରୁଦ୍ଧରେ ଅଭିଯୋଗ# ଜୀବନଭିକ୍ଷାକରିମୁଖ୍ୟମନ୍ତ୍ରୀ,ରାଜ୍ୟପୁଲିସ ମହାନିର୍ଦ୍ଦେଶକ,ଅନୁଗୋଳ ଏସ୍.ପି ଓ ଗଣ ମାଧ୍ୟମକୁ ଆକୁଳ ପ୍ରାର୍ଥନା#

ଦୁର୍ନିତି

କେନ୍ଦ୍ରାପଡା:ଭିଜିଲାନ୍ସ ହାତରେ ଧରାପଡି ଜେଲ ଗଲେ ସରକାରୀ ବାବୁ! #ମହାକାଳପଡା ତହସିଲର ଘଟଣା#୧୦୦୦ଟଂକା ଲାଂଚ ନେବାବେଳେ ତହସିଲର ମୁଖ୍ୟକିରାଣୀ ରାମଚନ୍ଦ୍ର ହାଂସଦାକୁଂ ଧରିଲା ଭିଜିଲାନ୍ସ#

breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

କେନ୍ଦ୍ରାପଡା/କଟକ:ପୁଣି କେନ୍ଦ୍ରାପଡା ଚର୍ଚ୍ଚାରେ…. ସର୍ବେକ୍ଷଣଓ ମାନଚିତ୍ର କାର୍ଯ୍ୟାଳୟ,କଟକ ସମ୍ମୁଖରେ ସୂଚନାଧିକାର କର୍ମୀ,କେନ୍ଦ୍ରାପଡାର ମନୋରଂଜନ ଜେନାକଂଆମରଣ ଅନଶନ#ବିଭାଗପକ୍ଷରୁ ମ୍ୟାପ ମିଳୁ ନ ଥିବାରୁ ସାରା ଓଡିଶାର ଗାଁ ଗଣ୍ଡା ଲୋକେ ଚରମଦୁର୍ଦ୍ଦଶାରେ# ସୂଚନାଧିକାର ତଥ୍ୟ ନପାଇ ନିରାଶ ମନୋରଂଜନ# ତାଂକଘର କେନ୍ଦ୍ରାପଡା ଜିଲ୍ଲା,ଇନ୍ଦୁପୁରର ପଲ୍ଲୀରଘୁନାଥପୁର ଗାଁ ରେ#ପିତାକଂ ନାମ ରାମଚନ୍ଦ୍ର ଜେନା# ବିଭାଗୀୟଅଧିକାରୀକଂ ଧରାଛୁଆଁ ମିଳୁନି

breaking News ଅଂଚଳ ଖବର ଜିଲ୍ଲାଖବର ଦୁର୍ଘଟଣା ଦୁର୍ନିତି ରାଜ୍ୟଖବର

କଟକ ଗ୍ରାମାଂଚଳ(ନିଆଳି):କଟକ ଜିଲ୍ଲା,ନିଆଳି ତହସିଲ କାର୍ଯ୍ୟାଳୟରେ ଭୟଂକର ଅଗ୍ନିକାଣ୍ଡ#ଆଜି ଭୋର ସମୟରେ ନିଆଁଲାଗି ସମସ୍ତ କମ୍ପୁଟର,ମୂଲ୍ୟବାନ କାଗଜପତ୍ର,ଆସବାବପତ୍ର ପୋଡି ପାଉଁଶ ସ୍ତୁପରେ ପରିଣତ#ଘଟଣାସ୍ଥଳରେ ନିଆଳି ଅଗ୍ନିଶ୍ରମ ସେବା ବିଭାଗ କର୍ମଚାରୀ ନିଆଁ ଲିଭେଇଲେ#ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥାଇ ପାରେ ବୋଲି ଅଗ୍ନିଶ୍ରମ କର୍ମଚାରୀ କହୁଥିବା ବେଳେ ଫନି ଘୋଟାଲା ଲୁଚାଇବାକୁ ଯୋଜନା ବଦ୍ଧଉଦ୍ୟମ ବୋଲି ଜନସାଧାରଣରେ ଓ ବିରୋଧୀକଂ ଆଲୋଚନା ଓ ସନ୍ଦେହ

ନିଆଳି ତହସିଲ କାର୍ଯ୍ୟାଳୟ ଅଗ୍ନିକାଣ୍ଡରେ ଅଗ୍ନିଶ୍ରମ ସେବାବିଭାଗ ନିୟୋଜିତ (Satyanusandhana News) https://youtu.be/Af22r1wVpys [...]