breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

କଟକ/କେନ୍ଦ୍ରାପଡା: ସୂଚନାଧିକାର କର୍ମୀ ମନୋରଂଜନ ଜେନାକୁଂ ମିଳିଲାନି ତଥ୍ୟ# ଆମରଣ ଅନଶନ ଭାଂଗିବାକୁ ପ୍ରଶାସନ ପକ୍ଷରୁ ପୁଲିସ ଲଗାଇ କଟକ ସି.ଟି ହସପିଟାଲରେ ଭର୍ତ୍ତି କରାଗଲା#ମାପ ସର୍ବେକ୍ଷଣ ବିଭାଗ ପକ୍ଷରୁ ନକ୍ସା ତିଆରି ଦୁର୍ନିତି ଉପରୁ ପରଦା ହଟାଇବାକୁ ସୂଚନାଧିକାର ଆଇନରେ ମାଗିଥିଲେ ତଥ୍ୟ#ନ ମିଳିବାରୁ ଆଗୁଆ ନୋଟିସ ଦେଇ ଗତକାଲି ପୂର୍ବାହ୍ନରୁ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିଲେ#ମନୋରଂଜନକଂ ଘର କେନ୍ଦ୍ରାପଡାଜିଲ୍ଲା, ଇନ୍ଦୁପୁରର ପଲ୍ଲୀ ରଘୁନାଥପୁର ଗାଁ ରେ#