breaking News ଅଂଚଳ ଖବର

ଅଡଶପୁର:ଉଦୟନାଥ ବିଜ୍ଞାନ ଓ ବୈଷୟୀକ ସ୍ୱୟଂଶାସିତ ମହା ବିଦ୍ୟାଳୟର ୩୩ତମ (ଦୁଇଦିନିଆ)ବାର୍ଷିକଉତ୍ସବ ଉଦଘାଟିତ#ମୁଖ୍ୟଅତିଥି ଭାବେ ସ୍ୱାମୀ ପ୍ରଜ୍ଞାନନ୍ଦଜୀ ଓ କଲେଜ ପରିଚାଳନା କମିଟୀର ପ୍ରତିଷ୍ଠାତା-ସଂପାଦକ ଶ୍ରୀ ତ୍ରିଲୋଚନ କାନୁନଗୋ ଯୋଗ ଦେଇ ଥିଲେ

breaking News ଦୁର୍ନିତି

ନିଆଳି:ଜାଲ୍ ନାଁ ଓ ସାଂଗିଆ ବଦଳେଇ ମଠ ସଂପତ୍ତି ହଡପ ଅଭିଯୋଗ # ନିଆଳି ସବରେଜିଷ୍ଟ୍ରାର କଂ କାର୍ଯ୍ୟାଳୟର ସଂପ୍ରୁକ୍ତିସନ୍ଦେହ#ମଠ ବାବା ନିଜ ଭାଉଜକଂ ନାଁ ରେ ସ୍ୱଳ୍ପ ମୂଲ୍ୟରେ ବିକ୍ରି କରିଛନ୍ତି ମଠ ସଂପତ୍ତି

breaking News ଜିଲ୍ଲାଖବର ରାଜ୍ୟଖବର

ଅଡଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଜୀବନ ରକ୍ଷାକାରୀ କୁକୁର କାମୁଡା ଇଂଜେକ୍ସନପହଂଚିଲା# ଯୁବନେତା ତ୍ରୁପ୍ତି ରଂଜନକଂ ଆନ୍ଦୋଳନର ସୁଫଳ ଜନ ସାଧାରଣକୁଂ ମିଳିଲା# ୮ମାସ ହେଲା ଇଂଜେକ୍ସନ ନଥିଲେ ବି ରୋଗୀକଲ୍ୟାଣ ସମିତି ବୈଠକରେ ପ୍ରସ୍ତାବ ଗ୍ରୁହୀତ ହୋଇ ନ ଥିଲା

breaking News ଜିଲ୍ଲାଖବର ଦୁର୍ଘଟଣା ଦୁର୍ନିତି ରାଜ୍ୟଖବର

ଯାଜପୁର:ପାଣିକୋଇଲି ନିକଟରେ ଖଣିରୁ ଲୁହା ପଥର ବୋଝେଇ୧୦ ଚକିଆଟ୍ରକ ପିଟିଲା ମହିନ୍ଦ୍ରାଭ୍ୟାନକୁ# ପାଣିକୋଇଲି ଥାନାରେ ଟ୍ରକସମେତ ଚାଳକ ଅଟକ#ଚାଳକର ଘର ପଂଜାବ,ଡ୍ରାଇଭିଂ ଲାଇସେନସ ନାହିଁ# ଟ୍ରକ ନମ୍ବରOD 09H 8019# ଗାଡିର ପଂଜିକରଣ ଅର୍ଜୁନ ଚରଣବାରିକ,ଢେଂକିକୋଟ,ଘଟଗାଁକଂନାମରେଥିବାବେଳେ,30.3.2019ରୁ ଭ୍ୟାଲିଡିଟି ସରିଥିଲା# ୨ଟି ଗାଡି ନାଁ ରେ ଗୋଟିଏ ଚାଲାଣ କାଟି ଖଣିରୁ ଚୋରାରେଆଇରନ’ଓର’ବୋହୁଥିବା ଦୁର୍ଘଟଣା ପରେ ସନ୍ଦେହ ବଢିଲା#ଚାଳକକଂ ଗୋଟିଏ ଆଖି ନ ଥିବାରୁ ଚାଳକ ଲାଇସେନସ ମିଳି ନଥିବାଆଶଂକା#ପାଣି କୋଇଲି ଥାନାଧିକାରୀ ଅଜୟ କୁମାର ଜେନା ଘଟଣାର ଅନୁସଂଧାନ କରୁଛନ୍ତି

ଲାଇସେନସ ନଥାଇ ଗାଡି ଚାଳନା ପାଣିକୋଇଲିରେ ଧରାପଡିଲା ଦୁର୍ଘଟଣା ପରେ ଗାଡିସହ ଚାଳକ [...]