breaking News ଅଂଚଳ ଖବର

ଓଲଟପୁରଥାନା: ଅଡଶପୁରରେ ଜମିବାଡି ବିବାଦ ମାମଲା କୋର୍ଟରେ ବିଚାରାଧୀନ ଥାଇବଡଭାଇ କ୍ରୁଷ୍ଣଚନ୍ଦ୍ର ବେହେରା(୬୨) ଓ ତାଂକ ପତ୍ନୀ ସଂଜୁଲତା ବେହେରାକୁଂ ମରଣାନ୍ତକ ଆକ୍ରମଣ#ହତ୍ୟା ଧମକ ମିଳିଥିବାରୁ କ୍ରୁଷ୍ଣଚନ୍ଦ୍ର ଗତକାଲି ଓ ଗତ ୪ଦିନ ତଳେ ପୁଲିସକୁ ଆଗୁଆ ଭାବେଲିଖିତଜଣେଇଥିଲେ#ଘଟଣାପରେ ପୁଲିସ ଅଭିଯୁକ୍ତକୁଂ ଗିରଫ ବଦଳରେ ଉଭୟ ପକ୍ଷକଂ ନାଁ ରେ୧୦୭ଦେଇଛାଡିଲା#

breaking News ଅଂଚଳ ଖବର ଜିଲ୍ଲାଖବର ରାଜ୍ୟଖବର

କସର୍ଦା ପୁଲିସ ଫାଣ୍ଡି ଉପରକୁ ବୋମା ମାଡ! #ଘଟଣାସ୍ଥଳକୁ ଉଚ୍ଚପୁଲିସ କର୍ତ୍ତ୍ରୁପକ୍ଷ ତଦନ୍ତରେ ପହଂଚିଲେ#ବୋମାମାଡର କାରଣ ଅସ୍ପଷ୍ଟ ଥିଲେ ହେଁ ମେଳଣରେ ଚଳିତବର୍ଷ ଡି.ଜେ ବନ୍ଦ ନିଷ୍ପତ୍ତି କାରଣ ବୋଲିଆଶଂକାକରାଯାଉଛି#ପୂର୍ବତନଜିଲ୍ଲା ପରିଷଦକଂ ଅଭିଯୋଗ କ୍ରମେ ପୁଲିସ ଓ ମେଳଣ କମିଟୀ ମିଳିତରେ ଡି.ଜେ ବନ୍ଦ ନିଷ୍ପତ୍ତି ହୋଇଥିଲା#

କସର୍ଦା ପୁଲିସ ବିଟ ହାଉସ ବାହାର ର ଦ୍ରୁଶ୍ୟ ବୋମା ପଡିଥିବା ସ୍ଥାନ
breaking News ଅଂଚଳ ଖବର ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ଭିନ୍ନକ୍ଷମ ନାବାଳିକାକୁ ଗଣବଳାତ୍କାର!#କଟକ ଜିଲ୍ଲା,ନିଆଳିଥାନା କସର୍ଦାର ଦିପୋଟୀ ମେଳଣକୁ ଆସିଥିବା ୧୩/୧୪ବର୍ଷର ଭିନ୍ନକ୍ଷମ ଖନି,କାଲୁଣିକୁ ସ୍ଥାନୀୟ ୪ଜଣକଂବଳାତ୍କାର#ଚିତ୍କାର ଶୁଣି ଲୋକଉଦ୍ଧାର କଲେ ଓ ପୁଲିସ ଜିମାଦେଲେ# ପିଡୀତା ଓ ଅଭିଯୁକ୍ତ ସମସ୍ତେନିଆଳିଥାନା, ପତ୍ରକଣା ଗ୍ରାମର#ପୁଲିସ ଜଣକୁଂ ଅଟକରଖି ପଚରା ଉଚରା ଚଳାଇଛି#ରାତ୍ରି ୩/୪ଟାବେଳେଘଟଣା# ପୁରୁଣା ପୁଲିସ ଫାଣ୍ଡିଠାରୁ ଘଟଣାସ୍ଥଳ ମାତ୍ର ୨୦୦ମିଟର ଦୂର#

ଭିନ୍ନକ୍ଷମ ନା ବାଳିକା କୁ ଗଣବଳାତ୍କାର କରାଯାଇଥିବା ଗଣେଶମନ୍ଦିର ପଛପଟ