

କଟକ(ଗ୍ରାମାଂଚଳ): ଝାରପଡା ଦେବୀନଦୀ ବାଲିଘାଟରେ ପୁଲିସ ଚଢାଉ#ବାଲିଉଠାଣ ଯନ୍ତ୍ରପାତି ସମେତ ୬ଟି ବାଲିପରିବହନ କରୁଥିବା ଟ୍ରକଜବତ#ସେତୁନିରାପତ୍ତା ନିଷିଦ୍ଧାଂଚଳରୁ ରାତିଆ ଲୁଟୁଥିଲେ ବାଲି#ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସଂଧ୍ୟାଠାରୁ ଚାଲିଥିଲା ଚଢାଉ#ଚଢାଉରେ ସାମିଲ ଥିଲେ ଗୋବିନ୍ଦପୁର ଓ ଓଲଟପୁରଥାନା#ମାର୍ଚ୍ଚମାସ ଆର୍ଥିକବର୍ଷସରିଯାଉଥିବାରୁ ଲିଜଅବଧିପୂରଣହେବାକୁଯାଉଥିଲା#ତହସିଲ କର୍ମଚାରୀ,ରାଜସ୍ୱନିରୀକ୍ଷକକଂ ଜାଣତରେ ଚାଲିଥିଲା ବାଲି ଲୁଟି#
ରାତିରେ ସେତୁଟପି ନିଷିଦ୍ଧାଂଚଳରୁ ବାଲି ଲୁଟି (SatyanusandhanaNews) https://youtu.be/3El9HYy_jds

