breaking News ଦୁର୍ନିତି ରାଜ୍ୟଖବର

କେନ୍ଦ୍ରାପଡା:ଆଉଜଣେ ସୂଚନାଧିକାର କର୍ମି ଅମିତାଭ ଚାନ୍ଦକୁଂ ଫୋନଯୋଗେ ହତ୍ୟା ଧମକ#ସୂଚନାଧିକାର ଆବେଦନ ପ୍ରତ୍ୟାହାର ନ କଲେ ରଂଜନଦାସ ଅବସ୍ଥା ଭୋଗିବାକୁ ପଡିବ# ପୂର୍ତ୍ତବିଭାଗ ଜେ.ଇ ବୀରେନ ବସୁକଂ ନାଁ ରେ ଅଭିଯୋଗ#ଖରିନାସୀ ଠାରେନିର୍ମାଣକାର୍ଯ୍ୟ,ଚଣ୍ଡିଆପଲ୍ଲି ନିର୍ମାଣାଧୀନ ପୋଲ, ଓରତ ରାସ୍ତା ନବୀକରଣ ବାବଦରେ ତଥ୍ୟ ମାଗିଥିଲେଅମିତାଭ

ଦେଶ-ପରଦେଶଖବର ସଂପାଦକୀୟ....

ମାନବବାଦର ଗଣହତ୍ୟା!ହିନ୍ଦୁ ବିତାଡିତ,ଜାମ୍ମୁକୁ ମୁସଲମାନ ବହୁଳ କରିବାରେ ଦାୟୀ ନେତା!

ସଂପାଦକୀୟ……. ମାନବବାଦର ଗଣ ହତ୍ୟାକରି ଭାରତର ଭୂଃସ୍ୱର୍ଗ କୁହାଯାଉଥିବା ଜାମ୍ମୁ କାଶ୍ମୀରର ଜାମ୍ମୁକୁ […]

ଦୁର୍ନିତି

କଟକ:(ନିଆଳି)ଦେବୀକନ୍ଦଳ ନିତ୍ୟାନନ୍ଦମହାବିଦ୍ୟାଳୟ,ଏରଂଚର ୪୦ତମ ବାର୍ଷିକଉତ୍ସବ#ମୁଖ୍ୟଅତିଥି,ସମ୍ମାନିତ ଅତିଥି,ବକ୍ତା ଭାବେ ରାଜ୍ୟସଭା ସାଂସଦ ନରେନ୍ଦ୍ରକୁମାରସ୍ୱାଇଁ, ଜଗତସିଂହପୁରଲୋକସଭା ସାଂସଦ ରାଜଶ୍ରୀ ମଲ୍ଲିକ ଓ ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଯୋଗଦେବାର କାର୍ଯ୍ୟସୂଚୀରେ ରହିଛି

breaking News ରାଜ୍ୟଖବର

ରଂଜନଦାସକଂ ପରେ….ସୂଚନାଧିକାର ଆଇନରେ ତଥ୍ୟ ମାଗି(ଓସା)ଓଡିଶା ସୂଚନାଧିକାର ଅଭିଯାନ କର୍ମୀକୁଂଧମକ!ପୁଲିସ ପଦକ୍ଷେପ ନେଲାନି ଲୋକାୟୁକ୍ତକୁଂ ଫେରାଦି #ରୁଜୁହେଲା ମାମଲା, ଇସୁହେଲା ନୋଟିସ# ୪ସପ୍ତାହ ମଧ୍ୟରେ ଜବାବ ରଖିବାକୁନିର୍ଦ୍ଦେଶ#ରାଜ୍ୟ ଗ୍ରୁହସଚୀବ,ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ,ଓ କେନ୍ଦ୍ରାପଡା ଏସ୍.ପି ପକ୍ଷଭୁକ୍ତ!#ଘଟଣାକୁ ନେଇ ଓଡିଶା ସୂଚନା ଅଧିକାର ଅଭିଯାନ(‘ଓସା’)ପକ୍ଷରୁ ପ୍ରଦୀପ୍ତପ୍ରଧାନକଂ ପ୍ରତିକ୍ରିୟା ଓ ଭୂବନେଶ୍ୱର ଲୋହିଆ ଭବନରେ ସାମ୍ବାଦିକ ସମ୍ମିଳନୀ

https://youtu.be/wT9_HyZ-_vQ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ ପ୍ରଦୀପ୍ତ ପ୍ରଧାନକଂ ଭୂବନେଶ୍ୱର ଲୋହିଆ [...]
breaking News ଅଂଚଳ ଖବର

ଅଡଶପୁର:ଉଦୟନାଥ ବିଜ୍ଞାନ ଓ ବୈଷୟୀକ ସ୍ୱୟଂଶାସିତ ମହା ବିଦ୍ୟାଳୟର ୩୩ତମ (ଦୁଇଦିନିଆ)ବାର୍ଷିକଉତ୍ସବ ଉଦଘାଟିତ#ମୁଖ୍ୟଅତିଥି ଭାବେ ସ୍ୱାମୀ ପ୍ରଜ୍ଞାନନ୍ଦଜୀ ଓ କଲେଜ ପରିଚାଳନା କମିଟୀର ପ୍ରତିଷ୍ଠାତା-ସଂପାଦକ ଶ୍ରୀ ତ୍ରିଲୋଚନ କାନୁନଗୋ ଯୋଗ ଦେଇ ଥିଲେ