breaking News ଅଂଚଳ ଖବର

ଧାନମଣ୍ଡିରେ ଅଘଟଣ! କଟକ ଜିଲ୍ଲା,ନିଆଳିବ୍ଲକ ବିଳାସୁଣି ଧାନମଣ୍ଡିରେ ପାଇଖାନା ସଫାଏସିଡ ପିଇଦେଲେ ନିଜକୁ ସାମ୍ବାଦିକ କହୁଥିବା ଜଣେ ବ୍ୟକ୍ତି;ଅବସ୍ଥା ଗୁରୁତର,ଚିକିତ୍ସାଳୟରେ ଭର୍ତ୍ତି।ମଣ୍ଡିରୁ ମିଳିଥିବା ଜଳଖିଆ ଖାଇସାରି ପିଇବାପାଣି ଭାବି ପିଇଦେଲେ ଏସିଡ୍।ଅଂଚଳରେ ଆଲୋଡନ

breaking News ଜିଲ୍ଲାଖବର

କଟକ ଜିଲ୍ଲା,ଦେବୀ-କନ୍ଦଳ ଦ୍ୱୀପାଂଚଳ ଏରଂଚ ଠାରେ ଏକ ବେସରକାରୀ କ୍ଲିନିକ ରେ ବେଆଇନ ଭାବେ ଦୀର୍ଘଦିନ ହେଲା ଭ୍ରୁଣର ଲିଂଗ ଚିହ୍ନଟ,କନ୍ୟାଭ୍ରୁଣ ହତ୍ୟା,ଅବୈଧ ଗର୍ଭପାତ ଚାଲିଥିବା ଅଭିଯୋଗ। ତଦନ୍ତ ନାଁ ରେ ଅଧିକାରୀମାନେ ଓ ଗଣମାଧ୍ୟମ ପ୍ରତିନିଧି ମୋଟା ଅଂକ ଉତ୍କୋଚନେଇ ଘଟଣା ଚାପିଛନ୍ତି। ମହିଳା ସଂଗଠନ ଓ ମାନବାଧିକାର କର୍ମୀ ବି ସବୁଜାଣି ଚୁପ୍

breaking News ଜିଲ୍ଲାଖବର

କଟକ:ଖଲର୍ଦ୍ଦା ପ୍ରାଥମିକ ସେବା ସମବାୟ ସମିତିରେ ଖରିଫ ୨୦୧୯ର ଧାନମଣ୍ଡି ଉଦଘାଟିତ,୨୩ଜଣ ଚାଷୀକଂ ଠାରୁ ୬୬୯ ‍କ୍ୱିଣ୍ଟାଲ ଧାନ ସଂଗ୍ରୁହୀତ

ଖଲର୍ଦ୍ଦା ପ୍ରାଥମିକ ସେବାସମବାୟ ସମିତିରେ ୨୦୧୯ ଖରିଫ ଧାନସଂଗ୍ରହ ମଣ୍ଡି ଖୋଲିଲା, ୨୩ଜଣ [...]
breaking News

ଡେଲାଂଗ:ତହସିଲଦାର ରାଜେନ୍ଦ୍ର ପ୍ରସାଦଆଚାର୍ଯ୍ୟକଂ ପ୍ରତିଶ୍ରୁତି କ୍ରମେ ମାଛପଡା ଗ୍ରାମବାସୀକଂ ଆନ୍ଦୋଳନ ସ୍ଥଗିତ,ଆସନ୍ତା୧୧ତାରିଖରେ ଗ୍ରାମର ନିଳକଣ୍ଠେଶ୍ୱରକଂ ମନ୍ଦିରରେ ପ୍ରଶାସନ ସହଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ

breaking News ଜିଲ୍ଲାଖବର

ନବଜାତକ ଶିଶୁପୁତ୍ରକୁ କଟକ ଜିଲ୍ଲା,ଗୋବିନ୍ଦପୁର ଥାନା, ବ୍ରାହ୍ମଣବାଟୀ ଶ୍ମଶାନରେ ଫିଂଗି ମା’ ଫେରାର!କୁମାରୀ ମାତ୍ରୁତ୍ୱ ନେଇ ସନ୍ଦେହ,ସ୍ଥାନୀୟ ଲୋକେଉଦ୍ଧାର କରି ଚିକିତ୍ସାଳୟ ନେଲେ