breaking News ରାଜ୍ୟଖବର

ଡେଲାଂଗ:ହାଇକୋର୍ଟରୁ ଜାମିନରେଆସିଥିବା ଘରପୋଡି ଅଭିଯୁକ୍ତକୁଂ ଗାଁରେ ପ୍ରବେଶ କରାଇ ନ ଦେବାକୁ ଡେଲାଂଗଥାନା ମାଛପଡା ଗାଁର ପ୍ରାୟ ୨୦୦/୩୦୦ ପୁରୁଷଓମହିଳାକଂ ଡେଲାଂଗଥାନା ଘେରାଉ ନିମନ୍ତେ ରେଳଷ୍ଟେସନରୁ ଶୋଭାଯାତ୍ରା ଆରମ୍ଭ#ଗତ କାର୍ତ୍ତିକପୂର୍ଣମୀ ବେଳେ ଗାଁର୪୦/୫୦ଘରକୁ ଅଭିଯୁକ୍ତ ପେଟ୍ରୋଲ ପକାଇ ନିଆଁରେ ପୋଡିଦେବାକୁ ଆଗୁଆ ଧମକ ସହ ପୋଡି ଦେଇଥିବା ଅଭିଯୋଗ ରହିଛି#ଘଟଣା ପରଠାରୁଫେରାରଥିବା ଆସାମୀ ଜାମିନରେଆସି ପୁଲିସ ସହାୟତାରେ ଆଜି ଗାଁରେ ପହଂଚିବାରୁ ଉତ୍ତେଜନା ଦେଖାଦେଇଛି।

ଆନ୍ଦୋଳନକାରୀକଂ ପ୍ଲା କାର୍ଡ
breaking News ଦୁର୍ନିତି

ଜଗତସିଂହପୁର:ବାବା ଗୋରଖନାଥକଂ ପୀଠରେ କୋଟୀଟଂକାର ଅନିୟମିତତା ଅଡିଟରେ ଧରାପଡିଲା#ବର୍ଷକୁ ୩କୋଟୀଟଂକାର ପ୍ରସାଦବିକ୍ରି,ଠାକୁରକଂ ପାଣ୍ଠିକୁଆସୁନି କାଣିକଉଡି?#ଦୋକାନଉପରେ ବାକି ୧କୋଟୀ ୬୫ଲକ୍ଷ ଟଂକା !#କନକପୁରସ୍ଥିତ,(ଝଂକଡ) ମା’ଶାରଳାକଂ ମନ୍ଦିରପରେ ଉକ୍ତଘଟଣା ଭକ୍ତଓ ଶ୍ରଦ୍ଧାଳୁକୁଂ ଖୁବ୍ ମର୍ମାହତ କରିଛି।

ଦୁର୍ନିତି ରାଜ୍ୟଖବର

ରାଜଧାନୀର ନାକତଳେ ଚୋରା କରତକଳ! ରାଜ୍ୟଜଂଗଲ ବିଭାଗ ଅନ୍ଧାରରେ ବାଡିବୁଲାଉଛି?

ରାଜ୍ୟର ରାଜଧାନୀ ଭୂବନେଶ୍ୱର,ଜଂଗଲ ବିଭାଗର ଖୋଦ୍ ନାକତଳେ ଚାଲିଛି ଚୋରା କରତକଳ କାରଖାନା।୧୯୯୧ […]

breaking News

ଜୟଗୁରୁ ମିଷ୍ଠାନ୍ନ ଭଣ୍ଡାର,ପାହାଳ ମିଠାଦୋକାନୀ ନିହାର ରଂଜନ ଦାସ(୩୩)କୁଂ ହତ୍ୟା ସନ୍ଦେହ# ଭୂବନେଶ୍ୱର ନୟାପଲ୍ଲୀର ଏକ କୂଅରୁ ଶବଉଦ୍ଧାର#ଶବ ଜବତକରି ନୟାପଲ୍ଲୀ ଥାନାପୁଲିସ ବ୍ୟବଛେଦ ନିମନ୍ତେ ପଠାଇଲା# ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଭୂବନେଶ୍ୱର ଯାଇଥିଲେ # ତାଂକ ଘର ପାହାଳ ଓ ସେଠାରେ ଏକ ବଡମିଠା ଓ ପନିର ବିକ୍ରି ଦୋକାନ ପାହାଳରେ ରହିଛି# ବ୍ୟବସାୟୀକ ଶତ୍ରୁତାରୁ ହତ୍ୟା ସନ୍ଦେହ

ରାଜ୍ୟଖବର

ଜନଜାଗରଣମଂଚ,ଓଡିଶା ପକ୍ଷରୁ ବିଦ୍ୟୁତ ଗ୍ରାହକ କୁଂ ଶୋଷଣ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀଅନୁଷ୍ଠିତ

ଭୂବନେଶ୍ୱର(ସ୍ୱତନ୍ତ୍ର ପ୍ରତିନିଧି) ବିଦ୍ୟୁତ ଗ୍ରାହକ ମାନକୁଂ ଶୋଷଣ ବିରୁଦ୍ଧରେ ସଚେତନତା ନିମନ୍ତେ ଜନଜାଗରଣ […]