breaking News ଜିଲ୍ଲାଖବର ରାଜ୍ୟଖବର

ଶହ ଶହ ପରିବାର ଜଳବନ୍ଦୀ,ପିଲାଛୁଆ ଜ୍ୱର ସର୍ଦ୍ଦିରେ..ପ୍ରଶାସନର ପଦକ୍ଷେପ ନାହିଁ !

Spread the love

କଟକ ଜିଲ୍ଲା କଣ୍ଟାପଡା ବ୍ଲକ ବ୍ରାହ୍ମଣସାଇଲୋ ପଂଚାୟତ ର ଖେରସ ଗ୍ରାମ , ଦେବୀର ଶାଖା କନ୍ଦଳ ଓ କାକଟପୁର ବ୍ରାଂଚ କେନାଲର କନ୍ଦିଆ ଅଂଚଳରେ ରହୁଥିବା ପ୍ରାୟ ୨୦୦ ପରିବାର ଏବେ ଘୋର ଦୁର୍ଦଶାରେ । ଲଘୁଚାପ ଲଗାଣ ବର୍ଷା ସାଂଗକୁ , ଜଳ ନିଷ୍କାସନରେ ଡ୍ରେନେଜ ସୁବିଧା ନ ଥିବା କାରଣରୁ ସେମାନେଏବେ ଜଳବନ୍ଦୀ । ନା ଅଛି ପ୍ରଶାସନର ସହାୟତା ନା ଆଶ୍ୱାସନା ? ଏଭଳି ସମୟରେ ବ୍ଲକର ବି.ଡି.ଓ ବି ରହୁନାହାନ୍ତି ବ୍ଲକ ଆବାସିକ କାର୍ଯ୍ୟାଳୟରେ ! ଜ୍ୱର ସର୍ଦ୍ଦି ଆକ୍ରାନ୍ତ ଆବାଳ ବ୍ରୁଦ୍ଧ ବନିତା , ସ୍ୱାସ୍ଥ୍ୟ ସେବା ବି ଅପହଂଚ ଏମାନକଂ ପାଖରେ । ଖବରପାଇସତ୍ୟାନୁସଂଧାନ” ନିଉଜ ଟିମ ପହଂଚିଥିଲା ସେଠାରେ ।ଆସନ୍ତୁ ଜାଣିବା ସେଇମାନକଂ ମୁହଁରୁ ଆଉ ଦେଖିବା ସେଠିକାର ବାସ୍ତବ ଚିତ୍ର କଣ ………..

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]