
ଯଶପଡାର ଯଶ ରଖିଲେ ଲୋକପ୍ରତିନିଧି:ଆବାସ ଯୋଜନା ପାଇବାକୁ କୋଠାଘର ଥାଇ ବି ତଂଚକତା !
ବିଜେଡି ନେତାକଂ ଆଉ ଏକ କଳା ଯଶକିର୍ତ୍ତୀ ଏବେ ପଦାକୁ ଆସିଛି । ଲୋକେ କହୁଛନ୍ତି ଯଶପଡାର ଯଶ ଏଇ ଲୋକ ପ୍ରତିନିଧି ଜଣକଂ ପ୍ରକ୍ରୁତରେ ରଖିଲେ । କଥାଟି ହେଉଛି ଲୋକ କଂ ସେବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦି କଟକ ସଦର ବ୍ଲକ ଯଶପଡା ପଂଚାୟତରୁ ବିଜେଡି ଦଳର ସମର୍ଥନରେ ଲୋକପ୍ରତିନିଧି ଭାବେ ଜିତିଲେ । ଗ୍ରାମରେ କୋଠାଘର କଟକରେ ବି କୋଠାଘର ହେଲେ ବାବୁ ଜଣକଂ ଲୋକ କୁଂ ସୁବିଧା ଦେବେ କଣ ଓଲଟା ମାଗଣା ଆବାସ ଯୋଜନା ଲୋଭରେ ନିଜ ଧର୍ମପତ୍ନୀକଂ ନାମ ତାଲିକାରେ ଭରିଛନ୍ତି, ଖାଲି ସେତିକି ନୁହେଁ ଦଳ କ୍ଷମତାରେ ଥିବାରୁ ଗୋଟାଏ ଚାଳଘର ନୂଆ ଠି ଅା କରେଇ ଇନକ୍ୱାରୀ ବାବୁ ମାନକୁଂ ବି ଭୁତେଇ ଦେଇଛନ୍ତି । ଲୋକେ ଏକଥା ଦେଖି ତାଜୁବ , କହୁଛନ୍ତି ଧନ୍ୟ ହେ 5T (ଟିକ୍ ଟକ୍ )ସରକାର ।ପାଠକ କଂ ସଦୟ ଅବଗତି ନିମନ୍ତେ ପେଶ୍ କରୁଛୁ(କଳିଂଗ ଷ୍ଟୁଡିଓ ଭିତରେ ସୁଟିଂ ପାଇଁ ତୁରନ୍ତ ଚାଳଘର ତିଆରି କଲାପରି )(ମାଗଣା ଘର ପୁଣି ନିଜ ପତ୍ନୀକଂ ନାମରେ ପାଇବାକୁ) କେମିତି ମାଟିଘର ତିଆରି କରାଯାଇଛି ଦେଖନ୍ତୁ……