ଦୁର୍ନିତି

ମୁଖ୍ୟମନ୍ତ୍ରୀକଂ ଦ୍ୱାରା ସମ୍ବର୍ଦ୍ଧିତ ଖେରସ ଗ୍ରାମର ଉଚ୍ଚଶିକ୍ଷିତ ଯୁବକ

Spread the love

ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକକଂ ହାତରେ ସମ୍ବର୍ଦ୍ଧିତ ହୋଇଛନ୍ତି ପୁରୁଣା ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀ ଓ ଏବେକାର ପରିବର୍ତ୍ତିତ ନିଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରାହ୍ମଣସାଇଲୋ ପଂଚାୟତର ନଦୀ ନାଳ ଘେରା ଖେରସ ପରି ଏକ ଅବହେଳିତ ଗ୍ରାମର ଉଚ୍ଚଶିକ୍ଷିତ ,ଉଦୀୟମାନ ଯୁବକ ହିମାଂଶୁ ଶେଖର ମହାପାତ୍ରବଟାନୀ ବିଷୟରେ ସେ ଓଡିଶା ଟପର ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସଂମ୍ବର୍ଦ୍ଧନା ଦେଇଛନ୍ତି । ତାଂକୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଏକ ଐତିହାସିକ ପ୍ରୁଷ୍ଠ ଭୂମି ଥିବା ମହାବିଦ୍ୟାଳୟର ଅଧ୍ୟାପକ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି ।ହିମାଂଶୁ ଗରୀବ ଚାଷୀ ହରିହର ମହାପାତ୍ରକଂ ପୁଅ ଭାବେ ବାଲ୍ୟକାଳରୁ ପ୍ରତିଭାସଂପନ୍ନ ମେଧାବୀଛାତ୍ର ଥିଲେ । ସାରାଅଂଚଳରେ ଗଭୀର ଆନନ୍ଦ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]