ଜିଲ୍ଲାଖବର ରାଜ୍ୟଖବର

କୃତଘ୍ନତାର ଚରମ ସୀମାରେ ବିଜେଡି ଦଳ ଓ ନେତା!!ବଢୁଛି ଜନ ଅସନ୍ତୋଷ,ବଢୁଛି ଅଣ- ସାମ୍ବାଦିକତା ବୃତ୍ତି

Spread the love

Koକଟକ ଗ୍ରାମାଞ୍ଚଳ ଜିଲ୍ଲା (ନି.ପ୍ର)ରାଜ୍ୟ ଶାସନ କ୍ଷ ମତାରେ ଥିବା ବିଜେଡି ଦଳ ନିଜ କାର୍ଯ୍ୟ କଳା ପ ଲାଗି ଜନ ସମୁଦାୟରେ ଯେତିକି ସମାଲୋଚି ତ ହେଉଛି,ତତୋଧିକ ଟ୍ରୋଲ ହେଉଛନ୍ତି ୩ ଥର ର ଅଭିଜ୍ଞ ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁ ମାର ମଲ୍ଲିକ।ଫଳରେ କମି କମି ଆସୁଥିବା ଲୋ କ ପ୍ରିୟତା ଯୋଗୁ ହାତରୁ ଖସିଛି କଣ୍ଟାପଡ଼ା ପଞ୍ଚା ୟତ ସମିତି,ନିଆଳି ଓ ବାରଙ୍ଗ ପଞ୍ଚାୟତ ସମିତି ହାତରୁ ଖସି ଯାଇ ମଧ୍ୟ ସୂତାଖିଅରେ ଝୁଲି ରହି ଛି,କେମିତି ସୂତାଖିଅରେ ଝୁଲି ରହିଛି ସେକ ଥା ଏକା ଆମେ ଜଣେ କି ଦୁଇଜଣ କହି ଦେଲେ ହେବନାହିଁ,ତାହା ବିଭିନ୍ନ ଦଳର ଅଧିକାଂଶ କର୍ମୀ ମହଲଙ୍କୁ ବେଶ୍ ଭଲଭାବେ ଜଣା।ଅଧିକାଂଶ ଚୋ ର,ଟାଉଟର,ଦଲାଲ,ଲୁଟେରା କର୍ମୀ ମାନଙ୍କ ଦ୍ଵା ରା ଭୁଲମାର୍ଗରେ ପରିଚାଳିତ ହେଉଥିବାରୁ ପରି ସ୍ଥିତି ଏପରି ହୋଇଛି।ଫଳରେ ବିଜେଡିର ଭୋଟ ବ୍ୟାଙ୍କ ନିଆଳି ନିର୍ବାଚନମଣ୍ଡଳୀରେ ସୁରକ୍ଷିତ ଥି ବା ସତ୍ତ୍ୱେ ଡାକ୍ତର ମଲ୍ଲିକଙ୍କ ଯୋଗୁ ତାହା ବାଟବ ଣା ହେବାରେ ଲାଗିଛି,ଏହା ଦଳୀୟ ହାଇକମାଣ୍ଡ ଙ୍କୁ ବି ବେଶ ଭଲଭାବେ ଜଣାଥିବାରୁ ଆଗାମୀ ଦଳୀୟ ବିଧାୟକ ଟିକେଟ ତାଲିକାରୁ ତାଙ୍କ ନାଁ ବାଦ୍ ପଡ଼ି ସରିଥିବା ସାରାରାଜ୍ୟରେ ବିଭିନ୍ନ ଗଣ ମାଧ୍ୟମ ଚର୍ଚ୍ଚାରୁ ରାଜ୍ୟବାସୀ ଜାଣିବା ସୁଯୋଗ ପାଇଛନ୍ତି।ତେଣୁ ସ୍ଥିତି ବଞ୍ଚାଇ ନିଜେ କିମ୍ବା ପରିବା ରରୁ କାହାକୁ ଥଇଥାନ କରିବା ଲକ୍ଷ୍ୟରେ ଡାକ୍ତର ଶ୍ରୀ ମଲ୍ଲିକ ବିଜେଡିର ପିଛା ପଡ଼ିବାକୁ ପାରୁପର୍ଯ୍ୟ ନ୍ତ ଚେଷ୍ଟିତ।ଅନ୍ୟପକ୍ଷରେ ସମଦୂରତା କଥା କହି ଆସୁଥିବା ବିଜେଡି ମୁଖିଆ ନୀତିଶ କୁମାରଙ୍କ ଓ ଡ଼ିଶା ଗସ୍ତ ଫଳରେ ମୋଦୀଙ୍କ ସନ୍ଦେହ ଦୃଷ୍ଟିରୁ କ୍ଲିନ୍ ଚିଟ ପାଇବାକୁ ସ୍ପଷ୍ଟୀକରଣ ଦେବା ନିମନ୍ତେ ଅତର୍ଚ୍ଛା ଦିଲ୍ଲୀ ଦୌଡ଼ିବାକୁ ପଡ଼ିଛି।ଅଥଚ ଏପଟେ ନିଆଳି ବିଧାୟକ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ଅନୁଦାନରେ ମାସେ ହେଲା ନିର୍ମାଣ ଚାଲୁଥିବା(ପୁରୁଣା)କାମକୁ ଗତକାଲି ୨୧.୦୬ .୨୦୨୩ରେ ଶିଳାନ୍ୟାସ କରି ଲୋକହସା ହୋଇଛନ୍ତି।କାର୍ଯ୍ୟଟି ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ଅନୁଦାନ ପ୍ରାୟ ୬କୋଟି ଟଙ୍କାର,ଅଥ ଚ ପ୍ରଧାନମନ୍ତ୍ରୀଙ୍କ ଫଟୋ ବଦଳରେ ବିଜୁ-ନବୀ ନ-ପ୍ରମୋଦ-ସାଂସଦଙ୍କ ଫଟୋ ଲାଗିଛି!କେବଳ ସେତିକି ନୁହେଁ,ବିଜେଡ଼ିିର ଦଳୀୟ ରଙ୍ଗ ବ୍ୟାନର,(ବିଜେପିର ସମିତି ଅଧ୍ୟକ୍ଷ,କର୍ମୀ,ସମିତି ସଦସ୍ୟଙ୍କୁ ବାଦ୍ ଦେଇ)କେବଳ ବିଜେଡ଼ିିର ନିର୍ଦ୍ଦିଷ୍ଟ ଭାବେ ହା ତଗଣତି କେତେଜଣ କର୍ମୀଙ୍କ ମେଳରେ ଫଟୋ ଉଠାଇ ଗଣମାଧ୍ୟମକୁ ଦେଇଛନ୍ତି।ଏମିତି ଏକ ଧା ରଣା ଜନମାନସରେ ସୃଷ୍ଟି କରା ଯାଇଛି କି ଯେମି ତି ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି ବିଜୁବାବୁ ତାଙ୍କ ପୈତୃକ ସଂପତ୍ତି ବିକି ଏ ଅନୁଦା ନ ଦେଇଛନ୍ତି!ପୂଜ୍ୟପୂଜା ସୌଜନ୍ୟତା ଛାଡ଼!ମାତ୍ର ଏହା କି ପ୍ର କାର ନିର୍ଲଜ୍ଜପଣିଆ ମାନସିକତା ପାଠକେ ବି ଚାର ଓ ଅନୁଭବ କରିବେ।ବ୍ୟାନରରେ ଲେଖା ଅଛି “ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା” ପୁଣି ଶୁଭ ଶିଳାନ୍ୟାସ!!ହଇଓ ତମ ଆଦି ପୁରୁଷରେ କିଏ ପାଠ ପଢିଥିଲା??ତାହା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ହେବ ନା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ??ତୁମେ ଏଡେ ବେକୁବ ହୋ?ଯୋଜନା ନାଁ ବି ଠିକ୍ ଭାବେ ଜଣାନାହିଁ,ବାଉଳା?କାମ ପ୍ରାୟ ମା ସେତଳୁ ଆରମ୍ଭ ହେଲାଣି,ଆଉ ଶୁଭ ଶିଳାନ୍ୟାସ କଣ?ଲୋକଙ୍କୁ ଭୁଆଁ ବୁଲେଇବାକୁ ମାଗଣା ପତି ଆରା ସୋ-ବାଜି?ଯଦି ଆମ କଥା ମିଛ,ଏହାର ଫଟୋ ପ୍ରମାଣ ଆମେ ଏଠାରେ ନିମ୍ନରେ ଉପସ୍ଥା ପନ କରୁଛୁ ଦେଖନ୍ତୁ!ଲୋକେ କହୁଛନ୍ତି ଏଡେ ବେ ହିଆ,ନିର୍ଲଜ୍ଜ ଏମାନେ?? ପୂର୍ବରୁ ମୋଦି ଜୀ କହି ସାରିଛନ୍ତି କି କୌଣସି କେନ୍ଦ୍ରୀୟ ଯୋଜନାର ନାଁ ବଦଳାଇଲେ ଅନୁଦାନ କଟିବ!ଅଥଚ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାର ଲୋଗୋ ଲୁଚାଇ ପ୍ରଧାନମନ୍ତ୍ରୀଙ୍କ ବଦଳରେ ବିଜୁ-ନବୀନଙ୍କ ଫଟୋ ମାରିବା ଘଟଣା,ବିଜେପି ସଂଗଠନ ପ୍ରଧାନ ମନ୍ତ୍ରୀ ଙ୍କୁ ଟୁଇଟ କରି ଜଣାଇବା ପରିବର୍ତ୍ତେ ଚୁପ୍ ବସିଛି କାହିଁକି?ତାହା ଏବେ ରହସ୍ୟ ଘେରରେ। ଅନ୍ୟ ଏକ ଅସମର୍ଥିତ ସୁତ୍ରର ଖବର ଅନୁଯାୟୀ ଠିକା ଦାର ବିହାର ପ୍ରଦେଶର।ବିଧାୟକଙ୍କ ନାଁ କହି କିଛି କର୍ମୀ,ଡାକ୍ତର ବାବୁଙ୍କ ଏକାନ୍ତ ବୁକୁଚା ବୁହା ମୋଟା ଅଙ୍କ ଚାନ୍ଦା ଆଦାୟ କରିଛନ୍ତି।ତେଣୁ ଠି କାଦାର କୁଆଡେ ପୁରୁଣା ରାସ୍ତାର ସମ୍ପ୍ରସାରଣ ଉଭୟ ପାର୍ଶ୍ଵକୁ ୩ଫୁଟ ଲେଖାଏଁ ନ କରି ଅଢେଇ ଫୁଟ କରୁଛନ୍ତି ଓ କ୍ରସର୍ ଗୁଣ୍ଡ ବଦଳରେ ଧୁମ ନଦୀ ବାଲି ବିଛାଇ ଢଳେଇ କରୁଛନ୍ତି,ଯାହା ରାସ୍ତା ର ସ୍ଥାଇତ୍ଵ ନେଇ ପ୍ରଶ୍ନବାଚି ଠିଆ କରାଇଛି।ଅଭି ଯୋଗ ସତ୍ୟ ହୋଇଥିଲେ ଓଡ଼ିଆ ଓ ବିହାରୀ ଲୋକଙ୍କ ଭିତରେ ଚାଲାକ୍ କିଏ ତାହା ପ୍ରମାଣ କରୁଛି।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]