ରାଜ୍ୟଖବର

ଧାରଣାରେସରପଂଚ: ପଳାୟନ ପନ୍ଥୀ ତହସିଲଦାର !

Spread the love
ଫନିପିଡୀତ ସହାୟତା ବଂଚିତକଂ ସପକ୍ଷରେ ଧାରଣାରେ ବସିଲେ ଗୋବିନ୍ଦପୁର ସରପଂଚ ଲଲାଟେନ୍ଦୁ ପ୍ରସାଦ ଦାସ୍ ॥ କାର୍ଯ୍ୟାଳୟ ଛାଡି ପଳାୟନ ପନ୍ଥୀ ତହସିଲଦାର
ନଛୋଡବନ୍ଦା ସରପଂଚ ଲଲାଟେନ୍ଦୁ ପ୍ରସାଦ ଦାସ ସରପଂଚ ଗୋବିନ୍ଦପୁର ପଂଚାୟତ
ଧାରଣାରତ ସରପଂଚକଂ ବୟାନ

ଦାବୀପୂରଣ ନିମନ୍ତେ ଗଣତନ୍ତ୍ରରେ ଶାନ୍ତିପୂର୍ଣ ଆନ୍ଦୋଳନ କିଛି ନୂଆକଥା ନୁହେଁ ମାତ୍ର ସମସ୍ୟାର ସମଧାନ ଦିଗରେ ପ୍ରଶାସନ ଆନ୍ଦୋଳନ କାରୀକଂ ସହଆଲୋଚନା କରି ସମାଧାନର ବିକଳ୍ପ ପନ୍ଥା ଖୋଜିବା ବଦଳରେ ଧରାଛୁଆଁ ନ ଦେବା ଅମାନବୀୟ ଓ ଅପ୍ରାସଂଗିକତା ନୁହେଁ କି?

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]