ଅଂଚଳ ଖବର

ନିଆଳି:ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ପାଳିତ

Spread the love

ନିଆଳି (ନି.ପ୍ର.) ନିଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଆଳି ଅଚିନା ପଡିଆରେ ଆଜି ଅପରାହ୍ନରେ ବିଜୁଜନତାଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲା ଯୋଜନା କମିଟୀ ଅଧ୍ୟକ୍ଷ ତଥା ନିଆଳି ବିଧାୟକ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଓ କେକ କାଟି ସଭାକାର୍ଯ୍ୟ ଆରମ୍ଭ କରିଥିଲେ।ବିଧାୟକ ଶ୍ରୀ ମଲ୍ଲିକ କହିଥିଲେ କି”ମା ହେଉଛନ୍ତି ବିଜୁ ଜନତା ଦଳର ଶକ୍ତି,ଯାହାକଂ ବ୍ୟତିତ ଏ ସମାଜ ସଫଳ ହୋଇନାହିଁ “।ପ୍ରତିଷ୍ଠା ଦିବସରେ ବହୁସଂଖ୍ୟକ ମା,ଭଉଣୀ ଯୋଗ ଦେଇ ଥିବାରୁ ସାଧୁବାଦ ଜଣାଇଥିଲେ।୨୧ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଅତୁଲ୍ୟ ଜେନା ସ୍ୱାଗତ ଭାଷଣ ଦେଇଥିଲେ ତ୍ରିଲୋଚନ ମହାନ୍ତି ସଭାରେ ସଭାପତିତ୍ୱ କରିଥିଲେ।ଦେବାଶିଷ ଷଡଂଗୀ ,ପୁଷ୍ପଲତା ପାତ୍ର, ପୁଷ୍ପଲତା ଦାସ,କଣ୍ଟାପଡାବ୍ଲକ ଯୁବ ବି.ଜେ.ଡି ସଭାପତି ତଥା ଜଗତସିଂହପୁର ସାଂସଦକଂ ପ୍ରତିନିଧି ବିମାନ ବିହାରୀ ବେହେରା,ବାରଂଗବ୍ଲକ ଯୁବ ବି.ଜେ.ଡି ସଭାପତି ବିପ୍ଳବ ବେହେରା, କଣ୍ଟାପଡା ପଂଚାୟତ ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ, କଣ୍ଟାପଡା ବ୍ଲକ’ଆତ୍ମା’ଅଧ୍ୟକ୍ଷ ନକୁଳ ରାଉତ,ଏଣ୍ଡୁବଡୁ,ରତ୍ନାକର ନାୟକକଂ ସହିତ ଦଳର ବହୁ ଛାମୁଆ କର୍ମି ଯୋଗଦେଇଥିଲେ ବାରଂଗ ପଂଚାୟତ ସମିତି ଅଧ୍ୟକ୍ଷ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

କଂଗ୍ରେସର ପଦଯାତ୍ରା ଓ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ

Spread the love

Spread the loveସଭା ପ୍ରାରମ୍ଭରେ ପୂର୍ବତନ କଣ୍ଟାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱର୍ଗତଃ […]

ମଧ୍ୟାହ୍ନ ଭୋଜନ ପନିକିରେ ଛାତ୍ରୀଙ୍କ ପାଦ କଟିଲା!ଘଟଣା ଚାପିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ!!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ […]