breaking News

ଜୟଗୁରୁ ମିଷ୍ଠାନ୍ନ ଭଣ୍ଡାର,ପାହାଳ ମିଠାଦୋକାନୀ ନିହାର ରଂଜନ ଦାସ(୩୩)କୁଂ ହତ୍ୟା ସନ୍ଦେହ# ଭୂବନେଶ୍ୱର ନୟାପଲ୍ଲୀର ଏକ କୂଅରୁ ଶବଉଦ୍ଧାର#ଶବ ଜବତକରି ନୟାପଲ୍ଲୀ ଥାନାପୁଲିସ ବ୍ୟବଛେଦ ନିମନ୍ତେ ପଠାଇଲା# ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଭୂବନେଶ୍ୱର ଯାଇଥିଲେ # ତାଂକ ଘର ପାହାଳ ଓ ସେଠାରେ ଏକ ବଡମିଠା ଓ ପନିର ବିକ୍ରି ଦୋକାନ ପାହାଳରେ ରହିଛି# ବ୍ୟବସାୟୀକ ଶତ୍ରୁତାରୁ ହତ୍ୟା ସନ୍ଦେହ

Spread the love

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

ନିଆଳି ବିଧାନସଭା ଆସନ: ବିଜେପିର ଖସୁଛି ପାରା!!!ବଢୁଛି ଆଶଙ୍କା?(ଭାଗ-୨)

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ବଢୁଛି ପାରଦ!ଅସ୍ତବ୍ୟସ୍ତ ଜନଜୀବନ। ଏଥି ସହିତ ଆଶ୍ଚର୍ଯ୍ୟଜନକ […]