ଅଂଚଳ ଖବର ଜିଲ୍ଲାଖବର ରାଜ୍ୟଖବର

ରାଜ୍ୟ-ଆଂଚଳିକ

Spread the love
Serious Health Hazards due to polution in Mines Area of JODA,KEONJHAR District.
କେନ୍ଦୁଝର(ଜିଲ୍ଲା ପ୍ରତିନିଧି,ରବୀନ୍ଦ୍ର ଖମାଣିଆକଂ ରିପୋର୍ଟ)କେନ୍ଦୁଝର ଜିଲ୍ଲାନ୍ତର୍ଗତ ଉଚ୍ଚବାଲି,ବାମେବାରୀ ସ୍ଥିତ ବାବା ଧବଳେଶ୍ୱର କମିଟୀ ପକ୍ଷରୁ ଏକ ବିରାଟ ପ୍ରଶଂସନୀୟ କାର୍ଯ୍ୟ ହାତକୁ ନିଆ ଯାଇଛି।କରୋନା ଜନିତ ଲକଡାଉନରେ ଖଣି ଅଂଚଳର ଗରୀବ ଲୋକମାନେ କାମ ଧନ୍ଦା ବନ୍ଦ ଯୋଗୁ ଏବେ ପ୍ରାୟତଃ ଅର୍ଦ୍ଧାହାରରେ ଦିନକାଟୁଛନ୍ତି। ସେମାନକଂ ଅବସ୍ଥା ପ୍ରାୟତଃ ଶୋଚନୀୟ ହୋଇପଡିଛି।ଏହାକୁ ହ୍ରୁଦୟଂଗମ କରି ବାବା ଧବଳେଶ୍ୱର କମିଟୀ ସଭାପତି ସଂଜୟ ବାରିକ ଓ ତାଂକ କମିଟୀର ସଦସ୍ୟମାନେ ଏକ ଟିମ ଗଠନ କରି ଏହି ଗରୀବ ଲୋକକଂ ଜୀବନ ରକ୍ଷା ନିମନ୍ତେ ମାଗଣାରେ ଚାଉଳ,ଡାଲି,ଲୁଣ ଓ ସୋରିଷ ତେଲ ଘରେ ଘରେ ନେଇ ପହଂଚାଇଛନ୍ତି। ସ୍ଥାନୀୟଅଂଚଳରେ କମିଟୀର କାର୍ଯ୍ୟକୁ ଉଚ୍ଚପ୍ରଶଂସା କରାଯାଇଛି।
ଆସନ୍ତୁ ଶୁଣିବା ବାବା ଧବଳେଶ୍ୱର କମିଟୀ ସଭାପତି ଏ ସଂପର୍କରେ ଆମ ପ୍ରତିନିଧି ରବୀନ୍ଦ୍ର ଖମାଣିଆକୁଂ ସାକ୍ଷାତକାରରେ କଣ କହିଛନ୍ତି (ଭିଡିଓ) (Satyanusandhana News )

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]