breaking News ଅଂଚଳ ଖବର ଜିଲ୍ଲାଖବର ରାଜ୍ୟଖବର

ନିଆଳି:ବିଶ୍ୱ ମହିଳା ଦିବସରେ ଜଣେନିର୍ଯ୍ୟାତିତା ମହିଳାକଂ ଆତ୍ମାହୁତି ଉଦ୍ୟମ#ଗୁରୁତରଅବସ୍ଥାରେ କଟକ ବଡମେଡିକାଲ ସ୍ଥାନାନ୍ତର#ମହିଳାକଂ ନାମ କିରଣବାଳା ଦାସ,ସ୍ୱାମୀ ଜ୍ୟୋତିରଂଜନ ଦାସ,ଘର ଖରିଅର,ଥାନା ନିଆଳି#

https://youtu.be/3F4L1vAiC3E
breaking News ଜିଲ୍ଲାଖବର ରାଜ୍ୟଖବର

କଟକ(ଟାଂଗୀ):ଟାଂଗୀ ଥାନା ମଂଗୁଳି ଛକ ନିକଟରେ ଗତରାତିରେ ଏକ ଜୁଆ ଆଡା ଉପରେ ପୁଲିସ ଚଢାଉ ବେଳେ ପୁଲିସ ସହ ଖଣ୍ଡଯୁଦ୍ଧ!:୨୦ଜଣ ଗିରଫ#୬ଲକ୍ଷ ୩୮ହଜାର୨୯୦ଟଂକା, ଗୋଟିଏ କାର୍No.OD-02-AR-9393,୧୨ଟି ଦୁଇଚକିଆଯାନ,୨୧ଟି ମୋବାଇଲଫୋନ୍,୧ବିଛଣା ଜବତ#ଟାଂଗି ଥାନା କେଶ୍ ନଂ.୪୮/୬.୩.୨୦୨୦IPCଦଫା294,353,506/34 ରେ ମାମଲାରୁଜୁ#ରାଣିହାଟର କ୍ରୁଷ୍ଣଚନ୍ଦ୍ର ସାହୁକଂ ମଂଗୁଳି ଛକରେ ଥିବା ଘରକୁ ଭଡାରେ ରାଣୀହାଟର ଓ.କ୍ରୀଷ୍ଣାରାଓ ନାମକ ବ୍ୟକ୍ତି ନେଇଥିଲେ#୧୦ଦିନ ହେଲାଣି ଏପରି କାର୍ଯ୍ୟ ଚାଲିଥିବା ପୁଲିସ କହିଛି # ଚଢାଉର ନେତ୍ରୁତ୍ୱ ଅତିରିକ୍ତ ଏସ୍.ପି ପ୍ରଦ୍ୟୁମ୍ନ କୁମାର ଜେନା,ପ୍ରଶାନ୍ତ କୁମାର ମଲ୍ଲ,ଏସ.ଡି.ପି.ଓ ଚୌଦ୍ୱାର,ଟାଂଗୀଥାନା ନିରୀକ୍ଷକ ପଦାରବିନ୍ଦ ତ୍ରିପାଠୀ ନେଇଥିବା ବେଳେ ଅମର ନାଥ ପ୍ରଧାନ ଏ.ଏସ୍ ଆଇ,ହାବିଲଦାର ଚିତ୍ରସେନ ବିଶ୍ୱାଳ,ଗିରୀଶ ଚନ୍ଦ୍ର ଦଳାଇ,ଜେ.ଆର ମଲ୍ଲିକ,ଜି.କେ ଦାସ, ହୋମଗାର୍ଡ ଡି.ମଲ୍ଲିକ ଜୁନିଅର ହୋମଗାର୍ଡ ୱାଇ.ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ#ଜିଲ୍ଲା ପୁଲିସର ଏହାଏକ ବଡ ସଫଳତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

https://youtu.be/ZSQZ8cpq_9o Raid coducted by District Police on a illegal lottery [...]
breaking News ରାଜ୍ୟଖବର

କଟକ(ଟାଂଗି): ଛତିଶଗଡର ଟ୍ରକ ଚାଳକକଂ ପଚାଶବ ଟାଂଗିଥାନା ପୁଲିସ ଦ୍ୱାରା ମଂଗୁଳି ପୋଲ ତଳୁ ଉଦ୍ଧାର#ଲୁହାପଥର ବୋହୁଥିବା ଟ୍ରକର ପତ୍ତାମିଳିନାହିଁ#ସଂପ୍ରୁକ୍ତ ଚାଳକ ନିଖୋଜଥିବା ନେଇ ଛତିଶଗଡ ପୁଲିସରେ ସପ୍ତାହକ ତଳେ ଅଭିଯୋଗ ହୋଇଥିଲା#ପକେଟରୁ ମିଳିଥିବା ଆଧାରକାର୍ଡ ଭିତ୍ତିରେ ପୁଲିସକୁ ସୁରାକ ମିଳିଛି#ଗାଡି ଲୁଟେରା ହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସର ପ୍ରାଥମିକ ତଦନ୍ତବେଳେ ସନ୍ଦେହ