breaking News ଜିଲ୍ଲାଖବର ରାଜ୍ୟଖବର

ଅଡଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଜୀବନ ରକ୍ଷାକାରୀ କୁକୁର କାମୁଡା ଇଂଜେକ୍ସନପହଂଚିଲା# ଯୁବନେତା ତ୍ରୁପ୍ତି ରଂଜନକଂ ଆନ୍ଦୋଳନର ସୁଫଳ ଜନ ସାଧାରଣକୁଂ ମିଳିଲା# ୮ମାସ ହେଲା ଇଂଜେକ୍ସନ ନଥିଲେ ବି ରୋଗୀକଲ୍ୟାଣ ସମିତି ବୈଠକରେ ପ୍ରସ୍ତାବ ଗ୍ରୁହୀତ ହୋଇ ନ ଥିଲା

breaking News ଜିଲ୍ଲାଖବର ଦୁର୍ଘଟଣା ଦୁର୍ନିତି ରାଜ୍ୟଖବର

ଯାଜପୁର:ପାଣିକୋଇଲି ନିକଟରେ ଖଣିରୁ ଲୁହା ପଥର ବୋଝେଇ୧୦ ଚକିଆଟ୍ରକ ପିଟିଲା ମହିନ୍ଦ୍ରାଭ୍ୟାନକୁ# ପାଣିକୋଇଲି ଥାନାରେ ଟ୍ରକସମେତ ଚାଳକ ଅଟକ#ଚାଳକର ଘର ପଂଜାବ,ଡ୍ରାଇଭିଂ ଲାଇସେନସ ନାହିଁ# ଟ୍ରକ ନମ୍ବରOD 09H 8019# ଗାଡିର ପଂଜିକରଣ ଅର୍ଜୁନ ଚରଣବାରିକ,ଢେଂକିକୋଟ,ଘଟଗାଁକଂନାମରେଥିବାବେଳେ,30.3.2019ରୁ ଭ୍ୟାଲିଡିଟି ସରିଥିଲା# ୨ଟି ଗାଡି ନାଁ ରେ ଗୋଟିଏ ଚାଲାଣ କାଟି ଖଣିରୁ ଚୋରାରେଆଇରନ’ଓର’ବୋହୁଥିବା ଦୁର୍ଘଟଣା ପରେ ସନ୍ଦେହ ବଢିଲା#ଚାଳକକଂ ଗୋଟିଏ ଆଖି ନ ଥିବାରୁ ଚାଳକ ଲାଇସେନସ ମିଳି ନଥିବାଆଶଂକା#ପାଣି କୋଇଲି ଥାନାଧିକାରୀ ଅଜୟ କୁମାର ଜେନା ଘଟଣାର ଅନୁସଂଧାନ କରୁଛନ୍ତି

ଲାଇସେନସ ନଥାଇ ଗାଡି ଚାଳନା ପାଣିକୋଇଲିରେ ଧରାପଡିଲା ଦୁର୍ଘଟଣା ପରେ ଗାଡିସହ ଚାଳକ [...]
breaking News ଅଂଚଳ ଖବର ଜିଲ୍ଲାଖବର ଦୁର୍ଘଟଣା

ଯଜ୍ଞ ପୂର୍ଣାହୂତିରେ ଅଘଟଣ#ଆତସବାଜି ପ୍ରଦର୍ଶନବେଳେ ମହିଳା ଶ୍ରଦ୍ଧାଳୁକଂ ଜଂଘରେ ପଡିଲା ବାଣ#ଗୁରୁତର ରକ୍ତସ୍ନାତ ଅବସ୍ଥାରେ ଅଡଶପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ#କଟକ ସ୍ଥାନାନ୍ତର# ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତ୍ରୀରେ ମ୍ରୁତ୍ୟୁ#ମ୍ରୁତ ମହିଳା ଶ୍ରଦ୍ଧାଳୁକଂ ନାମ ସରୋଜିନୀ ଆଚାର୍ଯ୍ୟ(୩୦) #ସେ ଗୋବିନ୍ଦପୁର ଥାନା ସାନମୂଳାଇ ଗ୍ରାମର ଉପେନ୍ଦ୍ର ଆଚାର୍ଯ୍ୟକଂ ପତ୍ନୀ# ଗତକାଲି ରାତ୍ରୀ ପ୍ରାୟ୭.୩୦ସୁଦ୍ଧା ଡାଳିବାବା ମଠରେ ଚାଲିଥିଲା ଯଜ୍ଞ ପୂର୍ଣାହୂତି

breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ନମ୍ବର ନଥିବା ସ୍କୁଲବସରେ ଶିଶୁକଂ ଜୀବନ ସହ ଖେଳ!ଧନ୍ୟ ପରିବହନ ଧନ୍ୟ ପୁଲିସ,ଧନ୍ୟ ଶିଶୁ ସୁରକ୍ଷା ସମିତି

ଶିଶୁକଂ ଜୀବନସହ ଖେଳ!ଯେତେ ଠିକିଲେ ବି ଶିଖିବେନି,ସବୁଥିରେ କେବଳ ବ୍ୟବସାୟୀକ ମନୋବ୍ରୁତ୍ତି,ଯଦିକେହି କହିଲା […]