breaking News ଜିଲ୍ଲାଖବର

କଟକ:ଖଲର୍ଦ୍ଦା ପ୍ରାଥମିକ ସେବା ସମବାୟ ସମିତିରେ ଖରିଫ ୨୦୧୯ର ଧାନମଣ୍ଡି ଉଦଘାଟିତ,୨୩ଜଣ ଚାଷୀକଂ ଠାରୁ ୬୬୯ ‍କ୍ୱିଣ୍ଟାଲ ଧାନ ସଂଗ୍ରୁହୀତ

ଖଲର୍ଦ୍ଦା ପ୍ରାଥମିକ ସେବାସମବାୟ ସମିତିରେ ୨୦୧୯ ଖରିଫ ଧାନସଂଗ୍ରହ ମଣ୍ଡି ଖୋଲିଲା, ୨୩ଜଣ [...]
breaking News

ଡେଲାଂଗ:ତହସିଲଦାର ରାଜେନ୍ଦ୍ର ପ୍ରସାଦଆଚାର୍ଯ୍ୟକଂ ପ୍ରତିଶ୍ରୁତି କ୍ରମେ ମାଛପଡା ଗ୍ରାମବାସୀକଂ ଆନ୍ଦୋଳନ ସ୍ଥଗିତ,ଆସନ୍ତା୧୧ତାରିଖରେ ଗ୍ରାମର ନିଳକଣ୍ଠେଶ୍ୱରକଂ ମନ୍ଦିରରେ ପ୍ରଶାସନ ସହଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ

breaking News ଜିଲ୍ଲାଖବର

ନବଜାତକ ଶିଶୁପୁତ୍ରକୁ କଟକ ଜିଲ୍ଲା,ଗୋବିନ୍ଦପୁର ଥାନା, ବ୍ରାହ୍ମଣବାଟୀ ଶ୍ମଶାନରେ ଫିଂଗି ମା’ ଫେରାର!କୁମାରୀ ମାତ୍ରୁତ୍ୱ ନେଇ ସନ୍ଦେହ,ସ୍ଥାନୀୟ ଲୋକେଉଦ୍ଧାର କରି ଚିକିତ୍ସାଳୟ ନେଲେ

breaking News ରାଜ୍ୟଖବର

ଡେଲାଂଗ:ହାଇକୋର୍ଟରୁ ଜାମିନରେଆସିଥିବା ଘରପୋଡି ଅଭିଯୁକ୍ତକୁଂ ଗାଁରେ ପ୍ରବେଶ କରାଇ ନ ଦେବାକୁ ଡେଲାଂଗଥାନା ମାଛପଡା ଗାଁର ପ୍ରାୟ ୨୦୦/୩୦୦ ପୁରୁଷଓମହିଳାକଂ ଡେଲାଂଗଥାନା ଘେରାଉ ନିମନ୍ତେ ରେଳଷ୍ଟେସନରୁ ଶୋଭାଯାତ୍ରା ଆରମ୍ଭ#ଗତ କାର୍ତ୍ତିକପୂର୍ଣମୀ ବେଳେ ଗାଁର୪୦/୫୦ଘରକୁ ଅଭିଯୁକ୍ତ ପେଟ୍ରୋଲ ପକାଇ ନିଆଁରେ ପୋଡିଦେବାକୁ ଆଗୁଆ ଧମକ ସହ ପୋଡି ଦେଇଥିବା ଅଭିଯୋଗ ରହିଛି#ଘଟଣା ପରଠାରୁଫେରାରଥିବା ଆସାମୀ ଜାମିନରେଆସି ପୁଲିସ ସହାୟତାରେ ଆଜି ଗାଁରେ ପହଂଚିବାରୁ ଉତ୍ତେଜନା ଦେଖାଦେଇଛି।

ଆନ୍ଦୋଳନକାରୀକଂ ପ୍ଲା କାର୍ଡ
breaking News ଦୁର୍ନିତି

ଜଗତସିଂହପୁର:ବାବା ଗୋରଖନାଥକଂ ପୀଠରେ କୋଟୀଟଂକାର ଅନିୟମିତତା ଅଡିଟରେ ଧରାପଡିଲା#ବର୍ଷକୁ ୩କୋଟୀଟଂକାର ପ୍ରସାଦବିକ୍ରି,ଠାକୁରକଂ ପାଣ୍ଠିକୁଆସୁନି କାଣିକଉଡି?#ଦୋକାନଉପରେ ବାକି ୧କୋଟୀ ୬୫ଲକ୍ଷ ଟଂକା !#କନକପୁରସ୍ଥିତ,(ଝଂକଡ) ମା’ଶାରଳାକଂ ମନ୍ଦିରପରେ ଉକ୍ତଘଟଣା ଭକ୍ତଓ ଶ୍ରଦ୍ଧାଳୁକୁଂ ଖୁବ୍ ମର୍ମାହତ କରିଛି।

breaking News

ଜୟଗୁରୁ ମିଷ୍ଠାନ୍ନ ଭଣ୍ଡାର,ପାହାଳ ମିଠାଦୋକାନୀ ନିହାର ରଂଜନ ଦାସ(୩୩)କୁଂ ହତ୍ୟା ସନ୍ଦେହ# ଭୂବନେଶ୍ୱର ନୟାପଲ୍ଲୀର ଏକ କୂଅରୁ ଶବଉଦ୍ଧାର#ଶବ ଜବତକରି ନୟାପଲ୍ଲୀ ଥାନାପୁଲିସ ବ୍ୟବଛେଦ ନିମନ୍ତେ ପଠାଇଲା# ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଭୂବନେଶ୍ୱର ଯାଇଥିଲେ # ତାଂକ ଘର ପାହାଳ ଓ ସେଠାରେ ଏକ ବଡମିଠା ଓ ପନିର ବିକ୍ରି ଦୋକାନ ପାହାଳରେ ରହିଛି# ବ୍ୟବସାୟୀକ ଶତ୍ରୁତାରୁ ହତ୍ୟା ସନ୍ଦେହ

breaking News

ନିଆଳି:୬୦ଲକ୍ଷ ଟଂକାର ପନିମାଳ-କପାସି ରାସ୍ତା ପିଚୁକାମ;ନିର୍ମାଣ ସରିନି ପିଚୁଉଠିଗଲା!ସନ୍ଦେହ ଘେରରେ ଗ୍ରାମ୍ୟଉନ୍ନୟନ ବିଭାଗ ଯନ୍ତ୍ରୀକଂଭୂମିକା

ନିଆଳି :ଧାନ,ପାନଓ ମୀନ ସାଂଗକୁ ପ୍ରଭୁ ଶୋଭନେଶ୍ୱର ଓ ମାଧବକଂ ପୌରାଣିକ ପବିତ୍ର […]

breaking News

ଶିଶୁବିଦ୍ୟାମନ୍ଦିର(କୂଳ ବ୍ରାହ୍ମଣସାଇଲୋ) ୯ମ ବାର୍ଷିକ ଉତ୍ସବ ଆଜିସଂଧ୍ୟାରେ ଅନୁଷ୍ଠିତ ହେବ#ବିଶିଷ୍ଟ ଅତିଥିଗଣକଂ ମଧ୍ୟରେ,ଆରତବନ୍ଧୁପାତ୍ର,(ପୂର୍ବତନଆୟକର କମିଶନର),ନ୍ରୁସିଂହ ପଣ୍ଡା(ଭାରତୀୟ ସଂସ୍କ୍ରୁତି ପ୍ରଚାର ସମିତି ସଂପାଦକ,ଓଡିଶା, ମଣ୍ଡଳଉନ୍ନୟନ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀ ପ୍ରମୁଖ