breaking News

ଅଡଶପୁର:କଟକ ଜିଲ୍ଲା,ଅଡଶପୁର ସ୍ଥିତ କାନାରାବ୍ୟାଂକ ଶାଖା ଭିତରେ ପ୍ରବନ୍ଧକକୁଂ ମାଡମାରି ଗିରଫ ୩ଜଣ ଜେଲ ଗଲେ# ଗିରଫ ୩ଜଣକଂ ମଧ୍ୟରେଅଛନ୍ତି ଓଲଟପୁର ଥାନା,ଅଡଶପୁରର ସ୍ମ୍ରୁତିରଂଜନ ସାହୁ (ରମଣ),ଗୋବିନ୍ଦପୁର ଥାନା,ବ୍ରାହ୍ମଣସାଇଲୋ ଗ୍ରାମର ଜିତେନ ମହାନ୍ତି,କଟକସଦର ଥାନା ଗବବସ୍ତ(ଗଭିଲୋ)ର ସନାତନଭୋଇ#କାନାରାବ୍ୟାଂକ ପକ୍ଷରୁଏତାଲା କ୍ରମେଓଲଟପୁର ପୁଲିସ ଅଭିଯୁକ୍ତ ମାନକୁଂ ଗିରଫ କରିଥିଲା,କୋର୍ଟରେ ଜାମିନ ନାମଂଜୁର ହେବାରୁ ଚୌଦ୍ୱାର ଜେଲ ପଠାଯାଇଛି

breaking News

ଅବାଧ ଗୋ-ଚାଲାଣ କୁ ରୋକ୍ ନାହିଁ,ନିଆଳିର ଅଥଂଗାରୁ ପ୍ରତି ଗୁରୁବାରଓ ରବିବାର ବିଳମ୍ବିତ ରାତିରୁ ବିଳାସୁଣି,କୁଣ୍ଡିମୁହଁସେତୁ, ସିଠାଳସେତୁଦେଇ ଜଗତସିଂହପୁର,ନାଉଗାଁକୁ ଶହଶହ ବାଛୁରୀ,ଷଣ୍ଢ,ବ୍ରୁଦ୍ଧା ଗାଈକୁଂ କଂସେଇଖାନା ନିଆଯାଉଛି!ପୁଲିସ ଓ ସାମ୍ବାଦିକ ବଟିନେଇ ଚୁପ ଅଭିଯୋଗ

breaking News

କଟକ ଗ୍ରାମାଂଚଳ: ଗୋବିନ୍ଦପୁରଥାନା ଅଧିକାରୀ ଶରତ ଚନ୍ଦ୍ର ସେଠୀକଂ ବଦଳି,ଜଣେ ମହିଳା ତାଂକ ବିରୁଦ୍ଧରେ ରାଜ୍ୟପୁଲିସ ମହା ନିର୍ଦ୍ଦେଶକକୁଂ ଭେଟି ଅସଦାଚରଣର ଅଭିଯୋଗ କରିଥିଲେ,ବଦଳିବନ୍ଦ କରିବାକୁ ଉଦ୍ୟମ ବିଫଳ# ବୈଦେଶ୍ୱର ଥାନାର ମାନସମିଶ୍ର ଗୋବିନ୍ଦପୁର ଥାନାଧିକାରୀ ଭାବେ ଯୋଗଦେବାକୁ ନିର୍ଦ୍ଦେଶ

breaking News

ନିଆଳି:ଶ୍ରୀ ଚୈତନ୍ୟକଂ ସ୍ମ୍ରୁତି ବହନକରୁଥିବା ନିଅ‍ାଳି ରାଧାକାନ୍ତ ମଠମହନ୍ତ ମଦନମୋହନ ଦାସକଂ ପରଲୋକ# ସହସ୍ରାଧିକ ଶୋକାକୁଳ ଶ୍ରଦ୍ଧାଳୁକଂ ଶେଷଦର୍ଶନ ନିମିତ୍ତ ସମବେତ#କଣ୍ଟାପଡା: ଅଲିଂଗୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତିବାଦରେ ଗ୍ରାମବାସୀ ତାଲାପକାଇଲେ

breaking News ଅଂଚଳ ଖବର

ଦେବୀନଦୀର ଶିରୋସୁନ୍ଦରପୁର ପଠାରୁ ବେଆଇନ ମାଟିଉଠାଣ:ଧରପଗଡରେ କଣ୍ଟାପଡା ତହସିଲଦାର ଓ ଅତିରିକ୍ତ ତହସିଲଦାରକୁଂ ଗାଡିଚଢେଇ ମାରିଦେବାକୁ ଧମକ,ଥାନାରେ ଜବତହେଲା ଟ୍ରାକ୍ଟର,ମାମଲା ରୁଜୁ

breaking News ଦୁର୍ନିତି ରାଜ୍ୟଖବର

ନିଆଳିର ତିନିଟି ଚୋରା କରତକଳ ଉପରେ ଏକସମୟରେ ଚଢାଉ:୫୦ରୁଉର୍ଦ୍ଧ୍ୱ ବନକର୍ମଚାରୀ ନିୟୋଜିତ; ୨୦ଲକ୍ଷରୁଉର୍ଦ୍ଧ୍ୱ ଟଂକାମୂଲ୍ୟର ଯନ୍ତ୍ରାଂଶ ଜବତ,ଏବେ ବି ଚଢାଉ ଅବ୍ୟାହତ ରହିଛି

ନି ଆଳି ରେ ତିନିଟି ଚୋରାକରତକଳଉପରେ ଅଜିପ୍ରତ୍ୟୁଷରୁ ଚଢାଉ ଜାରି ରହିଛି କ୍ରୁଷ୍ଣ [...]