breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ମାପସର୍ବେକ୍ଷଣ ଅନଶନ: ସରକାରକଂ ଦୁର୍ନିତିର ମୁଖା ଖୋଲିଲେ,ପୁଲିସ ମେଡିକାଲରେ ଭର୍ତ୍ତିକଲା! କଣ କୁହନ୍ତି ମନୋରଂଜନ?ଆସନ୍ତୁ ଜାଣିବା

ପ୍ରୁଷ୍ଠା-୧ ପ୍ରୁଷ୍ଠା-୨ ପ୍ରୁଷ୍ଠା-୩
breaking News ଦୁର୍ନିତି ରାଜ୍ୟଖବର

କଟକ/କେନ୍ଦ୍ରାପଡା:ପୁଲିସ ଲଗେଇ ଆନ୍ଦୋଳନରୁ ଉଠେଇ ଥିଲେ#ହେଲେ, ମେଡିକାଲରୁ ମୁକୁଳି ରାତି ନ ପାହୁଣୁ ମନୋରଂଜନ ପୁଣି ଆଜି ଆମରଣ ଅନଶନରେ!#କାର୍ଯ୍ୟାଳୟଅଧିକାରୀକଂ ଫୁସୁଲା ଫସୁଲି କାମଦେଉନି।

breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

କେନ୍ଦ୍ରାପଡା/ଭୁବନେଶ୍ୱର: ରଂଜନଦାସ ମ୍ରୁତ୍ୟୁ ଘଟଣା,ପୁଲିସ ଅବହେଳାକୁ ଦାୟୀକରି ମାନବାଧିକାର ଆୟୋଗରେ ଦାଖଲ ହେଲା,ଆଉଏକଅଭିଯୋଗ

ରାଜ୍ୟର ବହୁଳଚର୍ଚ୍ଚିତ ରଂଜନଦାସ ମ୍ରୁତ୍ୟୁ ରହସ୍ୟରେ ଓଡିଶା ପୁଲିସର ରହସ୍ୟଜନକ ନୀରବତା ବିରୁଦ୍ଧରେ […]

breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ଅନୁଗୋଳ:ସୂଚନାଧିକାରୀକୁଂ ହତ୍ୟା ଧମକ ମହଂଗା ପଡିଲା,ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ନାଲକୋନଗର ଥାନାରେ ପଂଜିକରଣ ହୋଇଥିବା ସୁଜିତସାହୁକଂଏତାଲା ର ସାରାଂଶ ( Satyanusandhana News)
breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

କଟକ/କେନ୍ଦ୍ରାପଡା: ସୂଚନାଧିକାର କର୍ମୀ ମନୋରଂଜନ ଜେନାକୁଂ ମିଳିଲାନି ତଥ୍ୟ# ଆମରଣ ଅନଶନ ଭାଂଗିବାକୁ ପ୍ରଶାସନ ପକ୍ଷରୁ ପୁଲିସ ଲଗାଇ କଟକ ସି.ଟି ହସପିଟାଲରେ ଭର୍ତ୍ତି କରାଗଲା#ମାପ ସର୍ବେକ୍ଷଣ ବିଭାଗ ପକ୍ଷରୁ ନକ୍ସା ତିଆରି ଦୁର୍ନିତି ଉପରୁ ପରଦା ହଟାଇବାକୁ ସୂଚନାଧିକାର ଆଇନରେ ମାଗିଥିଲେ ତଥ୍ୟ#ନ ମିଳିବାରୁ ଆଗୁଆ ନୋଟିସ ଦେଇ ଗତକାଲି ପୂର୍ବାହ୍ନରୁ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିଲେ#ମନୋରଂଜନକଂ ଘର କେନ୍ଦ୍ରାପଡାଜିଲ୍ଲା, ଇନ୍ଦୁପୁରର ପଲ୍ଲୀ ରଘୁନାଥପୁର ଗାଁ ରେ#

breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ଅନୁଗୋଳ:ଆଉ ଜଣେ ସୂଚନା ଓ ମାନବାଧିକାର କର୍ମୀ ସୁଜିତ ସାହୁକଂ ଜୀବନପ୍ରତି ବିପଦ# ଭାଂଗିଦେଲେ ତାଂକ ବାଇକ#ପିତାକଂ ନାମ ସୁଧାକରସାହୁ#ଘର ଅନୁଗୋଳଜିଲ୍ଲା,ବାଂଶପାଳ ବ୍ଲକ,କାଣ୍ଡସର ପଂଚାୟତ କନ୍ୟାବେଡାଗ୍ରାମରେ# ଅଭିଯୁକ୍ତ ଟିଟୁ ବେହେରା ବିରୁଦ୍ଧରେ ଅଭିଯୋଗ# ଜୀବନଭିକ୍ଷାକରିମୁଖ୍ୟମନ୍ତ୍ରୀ,ରାଜ୍ୟପୁଲିସ ମହାନିର୍ଦ୍ଦେଶକ,ଅନୁଗୋଳ ଏସ୍.ପି ଓ ଗଣ ମାଧ୍ୟମକୁ ଆକୁଳ ପ୍ରାର୍ଥନା#

ଦୁର୍ନିତି

କେନ୍ଦ୍ରାପଡା:ଭିଜିଲାନ୍ସ ହାତରେ ଧରାପଡି ଜେଲ ଗଲେ ସରକାରୀ ବାବୁ! #ମହାକାଳପଡା ତହସିଲର ଘଟଣା#୧୦୦୦ଟଂକା ଲାଂଚ ନେବାବେଳେ ତହସିଲର ମୁଖ୍ୟକିରାଣୀ ରାମଚନ୍ଦ୍ର ହାଂସଦାକୁଂ ଧରିଲା ଭିଜିଲାନ୍ସ#

breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

କେନ୍ଦ୍ରାପଡା/କଟକ:ପୁଣି କେନ୍ଦ୍ରାପଡା ଚର୍ଚ୍ଚାରେ…. ସର୍ବେକ୍ଷଣଓ ମାନଚିତ୍ର କାର୍ଯ୍ୟାଳୟ,କଟକ ସମ୍ମୁଖରେ ସୂଚନାଧିକାର କର୍ମୀ,କେନ୍ଦ୍ରାପଡାର ମନୋରଂଜନ ଜେନାକଂଆମରଣ ଅନଶନ#ବିଭାଗପକ୍ଷରୁ ମ୍ୟାପ ମିଳୁ ନ ଥିବାରୁ ସାରା ଓଡିଶାର ଗାଁ ଗଣ୍ଡା ଲୋକେ ଚରମଦୁର୍ଦ୍ଦଶାରେ# ସୂଚନାଧିକାର ତଥ୍ୟ ନପାଇ ନିରାଶ ମନୋରଂଜନ# ତାଂକଘର କେନ୍ଦ୍ରାପଡା ଜିଲ୍ଲା,ଇନ୍ଦୁପୁରର ପଲ୍ଲୀରଘୁନାଥପୁର ଗାଁ ରେ#ପିତାକଂ ନାମ ରାମଚନ୍ଦ୍ର ଜେନା# ବିଭାଗୀୟଅଧିକାରୀକଂ ଧରାଛୁଆଁ ମିଳୁନି