breaking News ଅଂଚଳ ଖବର ଜିଲ୍ଲାଖବର ଦୁର୍ଘଟଣା ଦୁର୍ନିତି ରାଜ୍ୟଖବର

କଟକ ଗ୍ରାମାଂଚଳ(ନିଆଳି):କଟକ ଜିଲ୍ଲା,ନିଆଳି ତହସିଲ କାର୍ଯ୍ୟାଳୟରେ ଭୟଂକର ଅଗ୍ନିକାଣ୍ଡ#ଆଜି ଭୋର ସମୟରେ ନିଆଁଲାଗି ସମସ୍ତ କମ୍ପୁଟର,ମୂଲ୍ୟବାନ କାଗଜପତ୍ର,ଆସବାବପତ୍ର ପୋଡି ପାଉଁଶ ସ୍ତୁପରେ ପରିଣତ#ଘଟଣାସ୍ଥଳରେ ନିଆଳି ଅଗ୍ନିଶ୍ରମ ସେବା ବିଭାଗ କର୍ମଚାରୀ ନିଆଁ ଲିଭେଇଲେ#ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥାଇ ପାରେ ବୋଲି ଅଗ୍ନିଶ୍ରମ କର୍ମଚାରୀ କହୁଥିବା ବେଳେ ଫନି ଘୋଟାଲା ଲୁଚାଇବାକୁ ଯୋଜନା ବଦ୍ଧଉଦ୍ୟମ ବୋଲି ଜନସାଧାରଣରେ ଓ ବିରୋଧୀକଂ ଆଲୋଚନା ଓ ସନ୍ଦେହ

ନିଆଳି ତହସିଲ କାର୍ଯ୍ୟାଳୟ ଅଗ୍ନିକାଣ୍ଡରେ ଅଗ୍ନିଶ୍ରମ ସେବାବିଭାଗ ନିୟୋଜିତ (Satyanusandhana News) https://youtu.be/Af22r1wVpys [...]
breaking News ଅଂଚଳ ଖବର ଜିଲ୍ଲାଖବର ଦୁର୍ନିତି

କଟକ(ଗ୍ରାମାଂଚଳ): ଗୋବିନ୍ଦପୁର ଥାନା ବଡପାଟସୁନ୍ଦରପୁର ପଂଚାୟତ,ତେଲୀଯୋଡି ନଦୀ,କୋଠମୂଳ ସେତୁପାଖରୁ ମାଟି ଚୋରି#ପୁଲିସକୁ ଦେଖି ଟ୍ରାକ୍ଟରଗୁଡିକ ସହିତ ଚାଳକ ଫେରାର,ପୁଲିସ ହାତରେ ପଡିଲା OD 05C2549 ନମ୍ବର ଜେ.ସି.ବି#ଚାଳକ ବି ଫେରାର!

ଦୁର୍ନିତି ରାଜ୍ୟଖବର

ରାଜ୍ୟରେ ଭୂଷୁଡିପଡିଛି ସୂଚନାଧିକାରଆଇନ ବ୍ୟବସ୍ଥା!ଜାଗିଲେଣି ଜନତା;ହେଜିବେ ସରକାର?

ରାଜ୍ୟରେ ସୂଚନାଧିକାର ଆଇନ ବ୍ୟବସ୍ଥା ଭୂଷୁଡି ପଡିଥିବା ଅଭିଯୋଗ ହେଉଥିଲା,ମାତ୍ର ସୂଚନାଧିକାର କର୍ମୀ […]

breaking News ଦୁର୍ନିତି ରାଜ୍ୟଖବର

କଳାହାଣ୍ଡି:ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ସୂଚନାଧିକାର ଆଇନର ପ୍ରାଦୁର୍ଭାବ#କଳାହାଣ୍ଡି ଡି.ଏଫ.ଓ ନର୍ଥ ଡିଭିଜନ ଅଧୀନ କେସିଂଗା ରେଂଜ ଅନ୍ତର୍ଗତ ରୁପ୍ରା ରୋଡ୍ ସେକ୍ସନରେ ତଥ୍ୟ-ସୂଚନା ମାଗିଥିବା ସୂଚନାକର୍ମୀ ଗୋବିନ୍ଦଭତ୍ତ୍ରିଆ କୁଂ ଫରେଷ୍ଟର ଯଯାତି ବଗର୍ତ୍ତୀକଂ ପ୍ରଲୋଭନ ରେକର୍ଡ ହେଲା#ରାଜ୍ୟରେ ଏବେ ସୂଚନାଧିକାରଆଇନ୍ କ୍ରମଶଃ ବଳଶାଳୀ ପ୍ରମାଣିତ ହେବାରେ ଲାଗିଛି # ବିଭିନ୍ନ ବିଭାଗରେ କୋଟି କୋଟି ଟଂକାର ଦୁର୍ନୀତି ଧରାପଡିବା ଆଶଂକା#ଛାନିଆରେ ଶହଶହ କର୍ମଚାରୀ!

breaking News ଦୁର୍ନିତି ରାଜ୍ୟଖବର

କେନ୍ଦ୍ରାପଡା: ସୂଚନାଅଧିକାର ଆଇନରେ ତଥ୍ୟମାଗିଥିବା ରାମନଗର ଗ୍ରାମର ଅମିତାଭ ଚାନ୍ଦକୁଂ ହତ୍ୟାଧମକ ଅଭିଯୋଗ# ଜମ୍ବୁ ସମୁଦ୍ରକୂଳ ଥାନାରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବିରେନବସୁକଂ ନାମରେ ଲିଖିତଅଭିଯୋଗ# ଥାନା ନିରୀକ୍ଷକ ରାମକୁମାର ମୁର୍ମୁ କୁହନ୍ତି ଅଭିଯୋଗ ମିଳିନି#ଅଭିଯୋଗ ପାଇଥିବାର ଫଟୋ ପ୍ରମାଣ ଦେଖନ୍ତୁ

breaking News ଦୁର୍ନିତି ରାଜ୍ୟଖବର

କେନ୍ଦ୍ରାପଡା:ଆଉଜଣେ ସୂଚନାଧିକାର କର୍ମି ଅମିତାଭ ଚାନ୍ଦକୁଂ ଫୋନଯୋଗେ ହତ୍ୟା ଧମକ#ସୂଚନାଧିକାର ଆବେଦନ ପ୍ରତ୍ୟାହାର ନ କଲେ ରଂଜନଦାସ ଅବସ୍ଥା ଭୋଗିବାକୁ ପଡିବ# ପୂର୍ତ୍ତବିଭାଗ ଜେ.ଇ ବୀରେନ ବସୁକଂ ନାଁ ରେ ଅଭିଯୋଗ#ଖରିନାସୀ ଠାରେନିର୍ମାଣକାର୍ଯ୍ୟ,ଚଣ୍ଡିଆପଲ୍ଲି ନିର୍ମାଣାଧୀନ ପୋଲ, ଓରତ ରାସ୍ତା ନବୀକରଣ ବାବଦରେ ତଥ୍ୟ ମାଗିଥିଲେଅମିତାଭ

ଦୁର୍ନିତି

କଟକ:(ନିଆଳି)ଦେବୀକନ୍ଦଳ ନିତ୍ୟାନନ୍ଦମହାବିଦ୍ୟାଳୟ,ଏରଂଚର ୪୦ତମ ବାର୍ଷିକଉତ୍ସବ#ମୁଖ୍ୟଅତିଥି,ସମ୍ମାନିତ ଅତିଥି,ବକ୍ତା ଭାବେ ରାଜ୍ୟସଭା ସାଂସଦ ନରେନ୍ଦ୍ରକୁମାରସ୍ୱାଇଁ, ଜଗତସିଂହପୁରଲୋକସଭା ସାଂସଦ ରାଜଶ୍ରୀ ମଲ୍ଲିକ ଓ ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଯୋଗଦେବାର କାର୍ଯ୍ୟସୂଚୀରେ ରହିଛି