breaking News ଅଂଚଳ ଖବର

ଓଲଟପୁରଥାନା: ଅଡଶପୁରରେ ଜମିବାଡି ବିବାଦ ମାମଲା କୋର୍ଟରେ ବିଚାରାଧୀନ ଥାଇବଡଭାଇ କ୍ରୁଷ୍ଣଚନ୍ଦ୍ର ବେହେରା(୬୨) ଓ ତାଂକ ପତ୍ନୀ ସଂଜୁଲତା ବେହେରାକୁଂ ମରଣାନ୍ତକ ଆକ୍ରମଣ#ହତ୍ୟା ଧମକ ମିଳିଥିବାରୁ କ୍ରୁଷ୍ଣଚନ୍ଦ୍ର ଗତକାଲି ଓ ଗତ ୪ଦିନ ତଳେ ପୁଲିସକୁ ଆଗୁଆ ଭାବେଲିଖିତଜଣେଇଥିଲେ#ଘଟଣାପରେ ପୁଲିସ ଅଭିଯୁକ୍ତକୁଂ ଗିରଫ ବଦଳରେ ଉଭୟ ପକ୍ଷକଂ ନାଁ ରେ୧୦୭ଦେଇଛାଡିଲା#