ଯାଜପୁର:ପାଣିକୋଇଲି ନିକଟରେ ଖଣିରୁ ଲୁହା ପଥର ବୋଝେଇ୧୦ ଚକିଆଟ୍ରକ ପିଟିଲା ମହିନ୍ଦ୍ରାଭ୍ୟାନକୁ# ପାଣିକୋଇଲି ଥାନାରେ ଟ୍ରକସମେତ ଚାଳକ ଅଟକ#ଚାଳକର ଘର ପଂଜାବ,ଡ୍ରାଇଭିଂ ଲାଇସେନସ ନାହିଁ# ଟ୍ରକ ନମ୍ବରOD 09H 8019# ଗାଡିର ପଂଜିକରଣ ଅର୍ଜୁନ ଚରଣବାରିକ,ଢେଂକିକୋଟ,ଘଟଗାଁକଂନାମରେଥିବାବେଳେ,30.3.2019ରୁ ଭ୍ୟାଲିଡିଟି ସରିଥିଲା# ୨ଟି ଗାଡି ନାଁ ରେ ଗୋଟିଏ ଚାଲାଣ କାଟି ଖଣିରୁ ଚୋରାରେଆଇରନ’ଓର’ବୋହୁଥିବା ଦୁର୍ଘଟଣା ପରେ ସନ୍ଦେହ ବଢିଲା#ଚାଳକକଂ ଗୋଟିଏ ଆଖି ନ ଥିବାରୁ ଚାଳକ ଲାଇସେନସ ମିଳି ନଥିବାଆଶଂକା#ପାଣି କୋଇଲି ଥାନାଧିକାରୀ ଅଜୟ କୁମାର ଜେନା ଘଟଣାର ଅନୁସଂଧାନ କରୁଛନ୍ତି
ଲାଇସେନସ ନଥାଇ ଗାଡି ଚାଳନା ପାଣିକୋଇଲିରେ ଧରାପଡିଲା ଦୁର୍ଘଟଣା ପରେ ଗାଡିସହ ଚାଳକ [...]
ଗାନ୍ଧୀକଥା ଓ ଗାନ୍ଧୀ ଯୁବ ଶିବିର
https://youtu.be/2S8UIvGgJII ଗାନ୍ଧୀ କଥା ଓ ଗାନ୍ଧୀ ଯୁବଶିବିର ବାବା ଭୈରବାନନ୍ଦ ମହାବିଦ୍ୟାଳୟ ଚଣ୍ଡିଖୋଲ [...]
ଜାତୀୟ ସେବା ଶିବିର (ସ୍ୱତନ୍ତ୍ର)ଉଦଯାପିତ
ଉଦୟନାଥ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ୭ଦିନ ବ୍ୟାପୀ ସ୍ୱତନ୍ତ୍ର ଜାତୀୟ ସେବା [...]
ନମ୍ବର ନଥିବା ସ୍କୁଲବସରେ ଶିଶୁକଂ ଜୀବନ ସହ ଖେଳ!ଧନ୍ୟ ପରିବହନ ଧନ୍ୟ ପୁଲିସ,ଧନ୍ୟ ଶିଶୁ ସୁରକ୍ଷା ସମିତି
ଶିଶୁକଂ ଜୀବନସହ ଖେଳ!ଯେତେ ଠିକିଲେ ବି ଶିଖିବେନି,ସବୁଥିରେ କେବଳ ବ୍ୟବସାୟୀକ ମନୋବ୍ରୁତ୍ତି,ଯଦିକେହି କହିଲା […]
ନିଆଳିମହୋତ୍ସବ:କୋଟି ଟଂକାରଖେଳ,ସାମ୍ବାଦିକକୁଂ ମାତ୍ର ୨୫୦ ଟଂକା ଦିନମଜୁରି!
ସାମ୍ବାଦିକକଂ ଦିନକ ମଜୁରୀ ୨୫୦ ଟଂକା ! ସାମ୍ବାଦିକତା ବ୍ରୁତ୍ତିପ୍ରତି ଏକ ଉପହାସ […]
