ନିଆଳିର ତିନିଟି ଚୋରା କରତକଳ ଉପରେ ଏକସମୟରେ ଚଢାଉ:୫୦ରୁଉର୍ଦ୍ଧ୍ୱ ବନକର୍ମଚାରୀ ନିୟୋଜିତ; ୨୦ଲକ୍ଷରୁଉର୍ଦ୍ଧ୍ୱ ଟଂକାମୂଲ୍ୟର ଯନ୍ତ୍ରାଂଶ ଜବତ,ଏବେ ବି ଚଢାଉ ଅବ୍ୟାହତ ରହିଛି
ନି ଆଳି ରେ ତିନିଟି ଚୋରାକରତକଳଉପରେ ଅଜିପ୍ରତ୍ୟୁଷରୁ ଚଢାଉ ଜାରି ରହିଛି କ୍ରୁଷ୍ଣ [...]
ନିଆଳି ନିର୍ବାଚନ ମଣ୍ଡଳୀ: ବିଜେଡି ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନିଆଳି ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଧାୟକ ଡାଃ ପ୍ରଫେସର ପ୍ରମୋଦ ମଲ୍ଲୀକ […]
କଟକ ସଦର ଉପଜିଲ୍ଲାପାଳକଂ ନିଷ୍ପତ୍ତି ଓ ନିର୍ଦ୍ଦେଶକ୍ରମେ କଡା ପୁଲିସ ସୁରକ୍ଷାରେ ଅଡଶପୁର ତାରାପୋଖରୀ ଲିଜ ନେଇଥିବା ମହିଳାଗୋଷ୍ଠୀ ମାଛଧରିଲେ* ପ୍ରଥମ ପର୍ଯ୍ୟାୟରେ ବିକ୍ରିଲବ୍ଧ ୨୦ହଜାର ଟଂକା ପଂଚାୟତକୁ ଅସୁଲି ଦିଆଗଲା
https://youtu.be/qmJRmAA4Yvs Adaspur Tara Pokhari fishing https://youtu.be/-oSjHEU5ji8 Adaspur Tarapokhari fishing(2)
ଗୋଟିଏ ସ୍କୁଲରେ ୧୩ବର୍ଷ! ତଥାପି ତୁଟୁନିମୋହ: ଜିଲ୍ଲାଶିକ୍ଷାଧିକାରୀକଂ ନିର୍ଦ୍ଦେଶକୁ ଖାତିର ନାହିଁ
କଟକ ଜିଲ୍ଲା ଶିକ୍ଷାଧିକାରୀକଂ ଅଧୀନସ୍ଥ ସାଇଲୋଝାରପଡା ହାଇସ୍କୁଲରେ ୧୩ ବର୍ଷକାଳ ସହକାରୀ ଶିକ୍ଷକଭାବେ […]
‘ଆତ୍ମା’ପକ୍ଷରୁ ମହାରାଷ୍ଟ୍ର ଯାଇଥିବା ଚାଷୀପ୍ରତିନିଧି ଅଂଗୁର କ୍ଷେତ ବୁଲି ଦେଖିଲେ
ରାଜ୍ୟ କ୍ରୁଷିବିଭାଗ ପକ୍ଷରୁ ‘ ଆତ୍ମା’ଜରିଆରେ କ୍ରୁଷି ଅନୁୂଭୂତି ଉଭୟ ରାଜ୍ୟର ଚାଷୀମାନକଂ […]
ବିଧବା ମହିଳାକଂ ଅବୈଧ ପ୍ରେମକାହାଣୀ ନା ବୀମାଅର୍ଥ ହଡପ ଲକ୍ଷ୍ୟ? ଦୁଇଅବୋଧ ଶିଶୁକୁଂ ଛାଡି ମା ନିଖୋଜ ପଛରେକିଏ?
https://youtu.be/uFVFPHzbDYU ନିଖୋଜ ମହିଳାକଂ ପିତାଂକ ବକ୍ତବ୍ୟ
“ଆତ୍ମା”କଟକ ପକ୍ଷରୁ କ୍ରୁଷକ ସଶକ୍ତି କରଣ ଯୋଜନାରେ କ୍ରୁଷକ ମାନକଂ ଜ୍ଞାନବିନିମୟ ଓ ତାଲିମ କାର୍ଯ୍ୟକ୍ରମରେ ସାପ୍ତାହିକ ମହାରାଷ୍ଟ୍ର ଗସ୍ତ
ପରସ୍ପର ମଧ୍ୟରେ ଜ୍ଞାନ ବିନିମୟଓ ତାଲିମ କାର୍ଯ୍ୟକ୍ରମରେ ଓଡିଶା କ୍ରୁଷିବିଭାଗ ଅଧିନସ୍ଥ ,କଟକଜିଲ୍ଲା […]
