ଜିଲ୍ଲାଖବର

ଆର.ଡି.ସି.କଂ ନିର୍ଦ୍ଦେଶ କଣ୍ଟାପଡା ତହସିଲରେ ପହଁଚିଲା:ରଂଗଶାଳା ସମେତ ହଟିବ ସବୁ ଜବରଦଖଲ!

Spread the love

କେନ୍ଦ୍ରାଂଚଳ ରାଜସ୍ୱ କମିଶନକଂ ଡେପୁଟି କଲେକ୍ଟରକୁଂ ଅଡଶପୁର ଜବରଦଖଲ ଉଛେଦ ନିର୍ଦ୍ଦେଶର ନକଲ କଣ୍ଟାପଡା ତହସିଲରେ ପହଂଚିବା ପରେ ଧର୍ମଶାଳା ପରେ ଅଡଶପୁରରେ ସରକାରୀ ଜମିରେ ଗଢିଉଠିଥିବା ଜଣେ ଅପରାଧୀରରଂଗଶାଳା “ହଟିବା ନେଇ ସ୍ଥାନୀୟ ଅଂଚଳରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇଛି ।ତେବେ ହାଇକୋର୍ଟରୁ ନିରାଶରେ ଫେରିବା ପରେ ଅପରାଧୀ ଜଣକଂମେଡିଆକୁ ଢାଲକରି ଅଂଚଳବାସୀକଂଉପରେ ଆକ୍ରୋଶ ଜାରୀ ରଖିଛି।ଏଥିରେ ଉତ୍କଳ ମଣିକଂ କାଗଜ ବି ସାମିଲ ହୋଇଛି।କଣ୍ଟାପଡା ତହସିଲଦାରକୁଂ ଆର.ଡି.ସି କଂ ନିର୍ଦ୍ଦେଶ ସଂପର୍କରେ ମତାମତ ଜାଣିବାକୁ ଆଜି ଦିନସାରା ଯେତେ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ ନ ଉଠାଇ ସୁଇଚ ଅଫ କରିଦେଇଥିଲେ ।ତେବେ ତାଂକର ସନ୍ଦେହଜନକ ଭୂମିକା ଯୋଗୁ ଆଦେଶକାର୍ଯ୍ୟକାରୀରେ ବିଳମ୍ବର ଆଶଂକା ରହିଛି। ଫଳରେ ତହସିଲଦାର ଓ ଅଡଶପୁର ଆର.ଆଇ କୁଂ ପକ୍ଷକରାଯାଇ ଅପରାଧିର ପୁଲିସ ରିପୋର୍ଟ ଭିତ୍ତିରେ ମାମଲା ରୁଜୁ ହେବ ।ସମାଜ ଖବର କାଗଜ ଦୁର୍ଦ୍ଦାନ୍ତ ଅପରାଧିର ଏଭଳି କାରନାମା ରଂଗଶାଳା ସଂପର୍କୀତ ଖବର ପ୍ରକାଶ ନ କରିବା ରହସ୍ୟ ଜନକ ହୋଇଛି ।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

ନିଆଳି ବିଧାନସଭାଆସନ: ବିଜେପି ପ୍ରାର୍ଥୀଙ୍କର ଅଞ୍ଚଳ ସମସ୍ୟାକୁ ବାଦ୍ ଦେଇ ଜାତୀୟ ଇସୁରେ ମିଶନ ପୂରଣ ହେବ କେମିତି?କମୁଛି ନିଜ ଘରର ସମର୍ଥନ?(ଭାଗ-୩)

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ପୂର୍ବରୁ ଥିବା କଟକ ଜିଲ୍ଲା ଗୋବିନ୍ଦପୁର ବିଧାନସଭା […]