
ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଯାପିତ
କଣ୍ଟାପଡା ( ସ୍ୱ.ପ୍ର)/ କଟକ( ସ୍ୱ.ପ୍ର) ୨୭ ।୯- କଟକ ଜିଲ୍ଲା ଶିଳ୍ପକେନ୍ଦ୍ର ଆନୂକୁଲ୍ୟରେ କଣ୍ଟାପଡା ବ୍ଲକ ,କଣ୍ଟାପଡା ପଂଚାୟତ କାର୍ଯ୍ୟାଳୟରେ ଚାଲିଥିବା ଦୁଇଦିନିଆ ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି।ଉଦଯାପନ ଦିବସରେ କଟକ ଜିଲ୍ଲା ଶିଳ୍ପକେନ୍ଦ୍ରର ଜେନେରାଲ ମ୍ୟାନେଜର ପି. ଆର.ରାଓ ,ରବିନ୍ଦ୍ର କୁମାର ସାହୁ ,ନିର୍ଦ୍ଦେଶକ ଓ.ପି. ଏମ୍. ଡି.ସି,ଚିତ୍ତ ରଂଜନ ମଲ୍ଲିକ,ଶିଳ୍ପ ସଂପ୍ରସାରଣ ଅଧିକାରୀ , ବିମଳଦାସ,ଶିଳ୍ପ ସଂପ୍ରସାରଣ ଅଧିକାରୀ କଣ୍ଟାପଡା ବ୍ଲକ,ଯୋଗଦେଇଥିବା ବେଳେ ତାଲିମକାର୍ଯ୍ୟକ୍ରମରେ ଜୟନ୍ତୀ ଆଚାର୍ଯ୍ୟ,ନାୟେର ଫିରୋଜି,ଜ୍ୟୋତିର୍ମୟୀ ପଣ୍ଡା ,ଶୁଭସ୍ମିତା ପରିଡା ,ଶକୁନ୍ତଳା ବାରିକ,ଭାଗ୍ୟବତୀ ସେଠୀ, ଅଂଜଳି ପରିଡା ,ସୁନିତା ସ୍ୱାଇଁ,ସବିତା ଦାସ,ବୀଣାପାଣି ମଲ୍ଲିକ,ଚନ୍ଦନା ଦାସ,କଳ୍ପନା ଭୋଇ , ସ୍ମିତାଚୌଧୁରୀ ,ଶୁଭଲକ୍ଷ୍ମୀ ପାତ୍ର,ସଂଯୁକ୍ତା ମହାନ୍ତି, ଝରଣା ପାତ୍ର,ପବିତ୍ର ମୋହନ ଦାସ,ହେମନ୍ତ କୁମାର ସ୍ୱାଇଁ ,ସୁଦର୍ଶନ ପାଇକରାୟ,,କୈଳାସ ଚନ୍ଦ୍ର ବେହେରା ,ସର୍ବେଶ୍ୱର ମଲ୍ଲିକ,ଅଚ୍ୟୁତାନନ୍ଦ ଜଟ,ସୁଶାନ୍ତ ଭୋଇ , ପ୍ରଦୀପ୍ତମହାନ୍ତି ,ବିକ୍ରମ କିଶୋର ସାହୁ ,ସନ୍ତୋଷ କୁମାର ଦାସ,ଆଶୀଷ ବେହେରା,ବିଜୟକୁମାର ସାହୁ, ବିନୋଦକୁମାର ସାହୁ ଓ ପ୍ରଫୁଲ୍ଲ କୁମାର ସାହୁ ୩୦ଜଣ ଉଦ୍ୟୋଗୀ ତାଲିମ ନେଇ ଥିଲେ ।
