ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା)ପକ୍ଷରୁ ସାରାଓଡିଶାରେ ପ୍ରତିଭା ଚୟନ ପରୀକ୍ଷା ଅନୁଷ୍ଠିତ
କଟକ/କଣ୍ଟାପଡା(ସ୍ୱ.ପ୍ର/ନି.ପ୍ର) ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ( ଓଷ୍ଟା) ପକ୍ଷରୁ ଆଜି ସାରା ଓଡିଶାରେ ପ୍ରତିଭା ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ବିଭିନ୍ନ କେନ୍ଦ୍ର ରୁ ଉତ୍ତୀର୍ଣ ଛାତ୍ର ଛାତ୍ରୀକଂ ମଧ୍ୟରୁ ମେରିଟ୍ ଆଧାରରେ ୧୦୦ଜଣକୁଂ ବଛାଯାଇ ଜଣକୁଂ ୩୦୦୦ଟଂକା ଲେଖାଁ ପୁରସ୍କାର ଓ ମାନପତ୍ର ଭୂବନେଶ୍ୱର ସ୍ଥିତ ସଂଘ କାର୍ଯ୍ୟାଳୟରେ ଏକଉତ୍ସବରେ ପ୍ରଦାନ କରାଯିବ । କଣ୍ଟାପଡା ର ବିଜୟରାମ ସ୍ମାରକୀ ଉଚ୍ଚବିଦ୍ୟାଳୟ କେନ୍ଦ୍ର ରେ ୧୮୬ଜଣ ଛାତ୍ର ଛାତ୍ରୀ ଆଜିଏହି ପରୀକ୍ଷା ଦେଇଥିବା ବେଳେ ଅଶୋକ କୁମାର ମହାପାତ୍ର କେନ୍ଦ୍ରପରିଚାଳନା କରିଥିଲେ
ହୋଇଯାଇଛି