breaking News ଦୁର୍ନିତି

କୋରକୋରା ପଂଚାୟତ କାର୍ଯ୍ୟାଳୟରେ ମରାମରି:୨୦ହଜାର ଟଂକାରେ ଜଣକୁଂ ୩/୪ ମାଗଣା ଆବାସ!

Spread the love

କଟକ ଜିଲ୍ଲା,ବାରଂଗ ବ୍ଲକ ,କୋରକୋରା ପଂଚାୟତ,ମାଗଣା ଘର ବଣ୍ଟନକୁ କେନ୍ଦ୍ରକରି ପଂଚାୟତ କାର୍ଯ୍ୟାଳୟ ଭିତରେ ଗ୍ରାମ ରୋଜଗାର ସେବକକଂ ଠାରୁ ଆରମ୍ଭ କରି ନିର୍ବାଚିତ ଲୋକ ପ୍ରତିନିଧି ଓ ସାଧାରଣ ଜନତା କେମିତି ମାଡଗୋଳରେ ଲାଗିଛନ୍ତି ! ଅଭିଯୋଗ ହୋଇଛି କି ୨୦ହଜାର ଟଂକା ଲେଖାଁ ନିଆଯାଇ ଜଣକା ୩/୪ ଘର ଦିଆଯାଇଛି! ଅଭିଯୋଗର ସତ୍ୟତା କେତେ ଆମେଜାଣିନୁ।ଯଦି ସତ ହୋଇଥାଏ ତେବେ ପ୍ରଶ୍ନ ଉଠୁଛି କି, କିଏ ଏପରି କରିଛି ? ଜଣାପଡିଲା କିପରି?ଯେଉଁମାନେ ଏପରି କରିଛନ୍ତି ତାଂକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି ?ସେମାନେ ସବୁ କି ପଦବୀରେ ଅଛନ୍ତି ?ଶୁଣନ୍ତୁ କିଭଳି ସେମାନକଂ ଗଣ୍ଡଗୋଳ ଥିଲା ।ଗତକାଲିର ଘଟଣା ଘଟଣାକୁ କେହିଜଣେ ରେକର୍ଡିଂ କରୁଥିବାରୁ ମହିଳା ଗ୍ରାମ ରୋଜଗାର ସେବକ ଜଣକଂଵକେମିତି ଉତ୍ତକ୍ଷିପ୍ର ହେଉଛନ୍ତି ଶୁଣନ୍ତୁ ଭିଡିଓଟିକୁ । ଚୋରୀ । ଚୋରିଉପରେ ପୁଣି ସିନାଚୋରି। ଓଡି ଆ ରେ ଏକ କଥନିକା ଅଛି ନା ଚୋରଣୀ, …..କଂ ମୁହଁ ଟାଣ ? ଛି ଛି କରୁଛନ୍ତି ଲୋକେ ଓଡିଶା ଛଡା ଏମିତି ଆଉ କୋଉରାଜ୍ୟ ଅଛି କହିଲେ ? ସମୁହ କପି କରି ଧରାପଡି ମାସମାସ ଧରି ସବୁ ଆଡେଏମିତି ଲୀଳେଇ ଲୀଳା ଲାଗିଛି ? କଥା ଦାଣ୍ଡରୁ ଯାଇ ହାଟରେ ଗଡଗଡେଇଲାଣି ,ଘର ବୁଡି ପାଣି ଆଣ୍ଠୁଏ କଣା କହୁଚି ମେଘ ଦୁଲୁକୁଚି

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]