
ଖଲର୍ଦ୍ଦା:ଧାନମଣ୍ଡି ଉଦଘାଟିତ
ଖଲର୍ଦ୍ଦା ପ୍ରାଥମିକ ସେବା ସମବାୟ ସମିତିରେ ୨୦୧୯ ଖରିଫ ଧାନସଂଗ୍ରହ ନିମନ୍ତେ ମଣ୍ଡି ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଛି ପାରମ୍ପରିକ ରୀତି ନିତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଚାଷୀମାନକଂ ଠାରୁ ଧାନସଂଗ୍ରହ ଆରମ୍ଭ ହୋଇଥିଲା। ଆଦରଣୀୟ ଅତିଥି ଗଣକଂ ମଧ୍ୟରେ ମୁଖ୍ୟଅତିଥି ଭାବେ ସମବାୟ ବ୍ୟାଂକ ଶାଖା ପରିଚାଳକ ରଂଜିତ କୁମାର ମହାପାତ୍ର,ସଭାପତି ବଂଧୁଚରଣ ସାହୁ,ସଂପାଦିକା ଦୀପ୍ତିମୟୀ ସାହୁ,ସରପଂଚ ବେଣୁଧର ମୂଳିଆ ,ସୁପରଭାଇଜର ବିଜୟ କୁମାର ପଶୁପାଳକ, କର୍ମଚାରୀ ତାପସ ନାୟକଓ ବିଶ୍ୱରଂଜନ ଘୋଷ। ଚାଷୀମାନକଂ ମଧ୍ୟରେ ମ୍ରୁତ୍ୟୁଂଜୟ ମହାନ୍ତି,ସୋମନାଥ ଦାସ,ଶେଷଦେବ ପାତ୍ର, ବେଣୁବେହେରା ,ଯୋଗେନ୍ଦ୍ର ହାତୀ, ଦିଲ୍ଲୀପ ବେହେରା, ନଗେନ୍ଦ୍ର ପ୍ରଧାନ, ବାବୁଲି ଭୋଳ,ବାବୁଲି ସ୍ୱାଇଁ , ରଂଜନ ନାୟକ ,ଗୁରୁସ୍ୱାଇଁ, ସୌମେନ୍ଦ୍ର ନାୟକ ,ବିଭୂତି ବୈଠାଳୁ ,ରେଣୁକା ନାୟକ, ପ୍ରସନ୍ନ ପତି ପ୍ରମୁଖ ୨୩ ଜଣ ଚାଷୀଉପସ୍ଥିତ ଥିଲେ ସେମାନକଂ ଠାରୁ ୬୬୯ କ୍ୱିଣ୍ଟାଲ ଧାନ ସଂଗ୍ରୁହୀତ ହୋଇଥିଲା ।
