breaking News

ଘାଟ ପାଇଁ ଘଟ ଛୁଟିବ!

Spread the love

କଟକ,ଗ୍ରାମାଞ୍ଚଳ,୦୨/୦୭(ନିପ୍ର)ଆରମ୍ଭ ଦିନରୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି,ପୁଲିସ ବଳ ଦର କାର ପଡ଼ିଲାଣି!ଆଗକୁ କେତେ ଯେ ମୁଣ୍ଡ ଗଡିବ ତାହା ଏବେଠୁ ଆକଳନ କରିବା କଷ୍ଟକର।କଟକ ଜିଲ୍ଲା,କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଦେବୀ ନଦୀର ରହମ୍ବା-ବଳଦା ଘାଟ।ନିଲାମ ସିନା ସରିଲା,ହେଲେ ଘାଟରୁ ବାଲି ଉଠାଣ ଜଗତସିଂହପୁର ଜିଲ୍ଲା,ବିରିଡ଼ି ଥାନା ଓ ବ୍ଲକ ଅନ୍ତର୍ଗତ ବାରେଡିଆ,ବମ୍ବିଲୋ, ନଇଁଲୋ,ମୁଣ୍ଡିଲୋ,ଆଦି ଗ୍ରାମର ଦୀର୍ଘ ବାଟ ସିଙ୍ଗଲ ନଦୀ ବନ୍ଧ ରାସ୍ତାରେ ବିରାଟ ବିରାଟ ବାଲି ହାଇୱା ଯାତାୟତରେ ଧ୍ବସ୍ତ ବିଧ୍ବସ୍ତ ହେବ ନଦୀ ବନ୍ଧ।ଦୁର୍ଘଟଣା ଜନିତ ଅନେକ ପ୍ରାଣ ହାନିର ଆଶଙ୍କା ବି ରହିଛି।ବନ୍ୟା ସମୟରେ ତୁଛାକୁ ଏହି ନଦୀ ବନ୍ଧ ବିପଦ ସଙ୍କୁଳ ହୋଇ ଉଠେ।ଲୋକ ଙ୍କ ଆଖିରୁ ଦିନଦିନ ରାତିରାତି ଉଜାଗରରେ ନିଦ ହଜିଯାଏ।ଏହି ସବୁ କାରଣରୁ ଆଜି ପ୍ରଥମ ଦିନରୁ ଗ୍ରାମବାସୀ ମାନେ ଏହି ଘାଟରୁ ବାଲି ଉଠାଣକୁ ତୀ ବ୍ର ପ୍ରତିବାଦ କରିଛନ୍ତି।ଘାଟ ନିଲାମଧାରି ଶାସକ ଦଳ ବିଧାୟକଙ୍କ ସମର୍ଥକ ହୋଇଥିବାରୁ ଗୋବିନ୍ଦପୁର ପୁଲିସ ସୀମା ସରହଦ ଡେଇଁ ନିଜର ଇଚ୍ଛା ଅନିଚ୍ଛା ସତ୍ତ୍ବେ ଘଟଣା ସ୍ଥଳରେ ପହଞ୍ଚିଥିଲା।କିନ୍ତୁ ଆଗକୁ ପରିସ୍ଥିତି ଭୟାନକ ହୋଇପାରେ କି ନା ତାହା ସମ ୟ କହିବ।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

ନିଆଳି ବିଧାନସଭା ଆସନ: ବିଜେପିର ଖସୁଛି ପାରା!!!ବଢୁଛି ଆଶଙ୍କା?(ଭାଗ-୨)

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ବଢୁଛି ପାରଦ!ଅସ୍ତବ୍ୟସ୍ତ ଜନଜୀବନ। ଏଥି ସହିତ ଆଶ୍ଚର୍ଯ୍ୟଜନକ […]

ମଧ୍ୟାହ୍ନ ଭୋଜନ ପନିକିରେ ଛାତ୍ରୀଙ୍କ ପାଦ କଟିଲା!ଘଟଣା ଚାପିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ!!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ […]