
ଦେଖିଲେ!ଦେଖିଲେ! ଏ ବାବୁମାନେ ସବୁ କିଏ କି?ଦାମୀବାବୁକଂ ପରି ଲାଗୁଚନ୍ତି ତ!,ହେଲେଏମିତି ରାସ୍ତା କଡରେ ଅଦାମୀ କାମ?ମଦ!..ପିଉ ନାହାନ୍ତି ତ?ଢାଳୁଛନ୍ତି!ବୋଧେ ଢାଳିଦେବେ
ବେଶପୋଷାକରୁ ଲାଗୁଚନ୍ତି ଦାମୀବାବୁ ହେବେ ବୋଧେ । ହେଲେ କିନ୍ତୁ ଏଠି ଫୁଲନଖରା – ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱ ଅପୂଜା ପାଖାପାଖି ଏକ ବେସରକାରୀ ଇଂଜିନିୟରିଂ କଲେଜ ପାଖରେ ଏମାନେ ୨୭ /୧୧/୨୦୧୯ ମଧ୍ୟାହ୍ନ ଟିକେ ଗଡିଲା ପରେ କରୁଛନ୍ତି କଣ ? ବୋଧେ ସାଂଗସାଥୀ ବହୁଦିନ ପରେ ଦେଖାମିଳିବାରୁ କଥା ହେଉଥିବେ କି କଣ ? ନା ନା ମଧ୍ୟାହ୍ନ ଭୋଜନ ପାଇଁ ବୋଧେ ପ୍ରସ୍ତୁତ ହେଉଚନ୍ତି ! ଆରେ ନା ମ ସାର୍ ହାତରେ କଣ ଗୋଟାଏ ବୋତଲ ଧରିଚନ୍ତି ନା କଣ ? ଆରେ ଢକଲମ୍ ପାର୍ଟି ନା କଣ ଯେ ? ଆଲୋ ମୋ ବୋଉଲୋ ! ହେଇଟି ସାର ମଦ ପିଇ ଗାଡି ଚଲେଇବା ପା ମନା ? ନାଇଁ ସାର୍ ପିଉନାହାନ୍ତି ଜମାରୁ ଢାଳୁଚନ୍ତି କାହାକୁ ଦେବେ କି କଣ ? ମାନେ ମଦ ଭାଟି ନା କଣ କି ?ନା ନା ବୋତଲରୁ କାଢୁଚନ୍ତି ପିଇବେନି, ବାହାରେ
ଢାଳିଦେବେ ? ସାର୍ ଏ ଦ୍ରୁଶ୍ୟ ଯଦି ଆପଣକଂର କେହି ପରିବାର କି ନିଜ ସାଂଗସାଥୀ ଦେଖୁଥାନ୍ତି ବୀରବେଶ ରେ ମଦ୍ୟ ପରିବେଷଣ କେତେ ଖୁସିହେବେ ଜାଣିଚନ୍ତି ?କଣ ଆପଣମାନେ ଏଥର ଖୁସି ତ ?ହେଇଟି ସାଆରେ ଏଇକାମଟା ରାସ୍ତା ପାର୍ଶ୍ୱ ନ ହୋଇ ନିଜ ଘରେ ପିଲାମାନକଂ ସହ ମିଶି ଯଦି ହେଇଥାନ୍ତା କେତେ ଖୁସି ସାରା ପରିବାରରେ ଖେଳି ନ ଥାନ୍ତା ?

