କଟକ୨୮।୯ ସାମାଜିକ ଗଣ ମାଧ୍ୟମ ଜରିଆରେ, ଗଣମାଧ୍ୟମରେ କାର୍ଯ୍ୟରତ ଜଣେ ପ୍ରତିନିଧିବନ୍ଧୁ ଏପରି ଫଟୋ ସହିତ କ୍ୟାପସନ ଲେଖିପଠାଇ ଥିଲେ ।ଏହାଦ୍ୱାରା ଭୁଲ ଖବରଟିକୁ ପାଠକେ ଖଣ୍ଡନ କରିଛନ୍ତି ।ଆପଣଏପରି କାହିଁ କରୁଛନ୍ତି ?ଏଣିକି ଆପଣକଂ ଦ୍ୱାରା ପ୍ରେରିତ କୌଣସି ଖବରକୁ ବିଶ୍ୱାସକୁ ନିଆଯିବ ନାହିଁ ।ଏହା ଆପଣକୁଂ ଜଣାଇଦିଆଗଲା (ସଂପାଦକ)