ଜିଲ୍ଲାଖବର ରାଜ୍ୟଖବର

ପୁଲିସକୋର୍ଟଛାତରେ ଜଂଗଲ ବିଭାଗ ବନ୍ୟପ୍ରାଣୀପାଳିବାକୁ ଦାବୀ!

Spread the love

ରାଜ୍ୟପୁଲିସ ମୁଖ୍ୟ ଦ୍ରୁଷ୍ଟି ଦେବାକୁ ଦାବୀ

କଟକ ୯।୯ (ସ୍ୱ.ପ୍ର)- ରାଜ୍ୟ ପୁଲିସ ମୁଖ୍ୟାଳୟ ସମେତ ଓଡିଶା ହାଇକୋର୍ଟ ଭଳି ରାଜ୍ୟର ପ୍ରମୁଖ ଅନୁଷ୍ଠାନ କଟକରେ ଅବସ୍ଥିତ। ହଜାର ବର୍ଷର ଏହି ସହର ସଂସ୍କ୍ରୁତି,ଏତିହ୍ୟ ଓ ଭାଇଚାରା ର ସହର ଭାବେ ମଧ୍ୟ ଖ୍ୟାତ। ପ୍ରମୁଖ ବାଣିଜ୍ୟ ପେଣ୍ଠସ୍ଥଳୀଏହି ସହରକୁ ବିଭିନ୍ନ ପ୍ରଦେଶରୁ ଜାତିବର୍ଣ ଧର୍ମ ନିର୍ବିଶେଷରେ ଧର୍ମ ଓ ସଂପ୍ରଦାୟର ଲୋକେ ଆସିଥାନ୍ତି। ଖୋଦ ହାଇକୋର୍ଟ ଓ ଆର .ଡି.ସିକଂ କାର୍ଯ୍ୟାଳୟ ଠାରୁ ମାତ୍ର କେଇଗଜ ଦୂର ରେ ଅବସ୍ଥିତ ପୁଲିସ କୋର୍ଟ ଛାତ ଉପର ଦ୍ରୁଶ୍ୟ ଦେଖିଲେ ଯେ କେହି କହିବ ହାତ ଅଳସେ ନିଶ ବଂକା । କେତେକ ଥଟାରେ କହୁଛନ୍ତି କି ପ୍ରବଳ ଗରମ ରୁ ରକ୍ଷାପାଇବାକୁ କର୍ମଚାରୀମାନେ ଛାତ ତଳ ଥଣ୍ଡା ରଖିବାକୁ ଏପରି ଅଭିନବ ବିଡାନାସୀର ବାଇମୁଣ୍ଡି ପରିକଳ୍ପନା କରିଛନ୍ତି । ଆଉକେତେକ କହିଲେଣି ଜଂଗଲ ବିଭାଗ ଏଠାରେ ବନ୍ୟପ୍ରାଣୀ ପାଳନ କରି ଅଭୟାରଣ୍ୟ ଘୋଷଣା କରୁ । କଇଁଚ ପିଠିଆ ବାବୁମାନକୁଂ କିନ୍ତୁ ଏସବୁ ଜମାରୁ କଷ୍ଟ ଦେଉନି।

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]