ପୁଲିସ ଗାଡି ଧକ୍କାରେ୨ ବାଇକ ଆରୋହୀ ମ୍ରୁତ

ସୋନପୁର ୧୨/୯ (ସହର ପ୍ରତିନିଧି)- ସୋନପୁର- ବଲାଂଗୀର ରାସ୍ତାର ଅର୍ଜୁନପୁର ଠାରେ ପୁଲିସ ଭ୍ୟାନ୍ ଧକ୍କାରେ ଦୁଇଜଣ ବାଇକ ଆରୋହୀକଂ ମ୍ରୁତ୍ୟୁ ଘଟିଛି। ସେମାନକଂ ନାମ ଜଳନ୍ଧର ବୁଡେକ ଓ ଦେବେନ୍ଦ୍ର ମଲ୍ଲିକ ସେମାନକଂ ଘର ବଲାଂଗୀର ଜିଲ୍ଲା, ତୁଷରା ଥାନାନ୍ତର୍ଗତ ,ସନ୍ଧିସରା ଗାଁ ରେ। ହିସାବରେ ଅଜା,ନାତି ହେବେ।ପୁଲିସ ଭ୍ୟାନକୁ ବାବୁଲିସେଠୀ ଚଳାଉଥିବାବେଳେ ସେଥିରେ ମୁଦାଲାକୁଂ ସୋନପୁରରୁ ରାମପୁର ନିଆଯାଉଥିଲା। ଦୁର୍ଘଟଣାରେ ବାଇକ୍ ଟି ଭାଂଗିରୁଜି ଯାଇଛି ।