breaking News ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ପୁଲିସ – ପୁଲିସ ଲଢେଇ! ଅପରାଧୀ ସଙ୍ଗେ ଲଢ଼ିବେ କଣ??

Spread the love
ପୁରୀ ରଥଯାତ୍ରା ଦ୍ୟୁଟିରେ ଯିବା ଆଗରୁ ଗୋବିନ୍ଦପୁର ଥାନା ପକ୍ଷରୁ ରଞ୍ଜନଙ୍କ ସମେତ ଅନ୍ୟ ଚାରି ଜଣ ପୁଲିସ କର୍ମଚାରୀଙ୍କୁ ପ୍ରଦତ୍ତ କମାଣ୍ଡ ସାର୍ଟିଫିକେଟର ଅବିକଳ ନକଲ
ଡ୍ୟୁଟିରେ ଥିବା ରଂଜନଙ୍କ ନାମରେ ମିଥ୍ୟା ଏତଲା ପରେ ଓଲଟପୁର ଥାନା ତଦନ୍ତ ଅଧିକାରୀ ଗଣେଶ ଚନ୍ଦ୍ର ସାମଲ ରଞ୍ଜନଙ୍କ ମୋବାଇଲ ନମ୍ବରର କଲ ରେଜିଷ୍ଟର ମାଗିବାକୁ ଜିଲ୍ଲା ଏସ ପିଙ୍କୁ ଲେଖିଥିବା ଚିଠିର ନକଲ।
ASI ଗଣେଶ ଚନ୍ଦ୍ର ସାମଲ ଶୋଇଛନ୍ତି ବୋଲି ନିଜେ କହୁଛନ୍ତି
ଭାର ପ୍ରାପ୍ତ ଥାନା ନିରୀକ୍ଷକ ସୂ ପ୍ରସନ୍ନ ମଲ୍ଲିକ କହୁଛନ୍ତି ASI ଗଣେଶ ସାମଲ ଛୁଟିରେ ନାହାନ୍ତି ,ତେବେ ଛୁଟିରେ ନ ଥାଇ ସାମଲ ଵାବୁ ଶୋଇଛନ୍ତି କିପରି?ଏପରି ପୁଲିସ ବାବୁମାନେ ମାଓବାଦିଙ୍କ ମୁକାବିଲା କରିବେ କେମିତି???

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]