‘ଫନି’ଟଂକା ପାଇ ନୂଆ ବୁଲେଟ ମୋଟର ସାଇକେଲ କିଣିଲେ,ମାଟି ଚାଳିଆ ଘରେ କିନ୍ତୁ କବାଟ ଲାଗିନି!
ଅଯୋଗ୍ୟ ନା ଯୋଗ୍ୟ ହିତାଧିକାରୀ ?
କଣ୍ଟାପଡା ବ୍ଲକ ରେ ଫନିସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତାର ଅଭିଯୋଗ ତାଲିକା ବେଶ୍ ଲମ୍ବା ହେବାରେ ଲାଗିଛି।ଶହଶହକୋଠାଘର ଥିବା ହିତାଧିକାରୀ ଘର ପରିବାରର ସଦସ୍ୟକଂ ନାଁ ବଦଳେଇ ସାହାଯ୍ୟ ପାଇଥିବା ବେଳେ,କେତେକ ପାଇଥିବା ଟଂକାକୁ ଅନ୍ୟଉପାୟରେ ଖର୍ଚ୍ଚ କରିଛନ୍ତି ନାହାଳପୁର ପଂଚାୟତରେ ଜଣେ ହିତାଧିକାରୀ ଲକ୍ଷାଧିକ ଟଂକାମୂଲ୍ୟର ଏକ ନୂଆ ବୁଲେଟ ମୋଟର ସାଇକେଲ କିଣିଛନ୍ତି ହେଲେ ସବୁଠୁ ହାସ୍ୟୋଦ୍ଦିପକ ହୋଇଛି କି ତାଂକ ଚାଳଘରର କବାଟ ଲାଗିନାହିଁ ।