ଦୁର୍ନିତି

ଫଳ ନିଶାରେ ପୁଲିସ ଜଗିଛି ବିନା ମାସ୍କରେ ଅଡଶପୁର ଫଳ ଦୋକାନ ! !

Spread the love

ନିଆଳି ଘଟଣାକୁ ଦିନଟାଏ ଯାଇନାହିଁ।ଏଠି ବି ସେଇ ଅମାନିଆ କରୋନା ଯୋଦ୍ଧା ପୁଲିସ ବାବୁ! କିଏ ଏମାନଙ୍କୁ କରିବ କାବୁ ?? ସତେ ଯେମିତି ଫଳ ଦୋକାନ ବିବାଦ ପୁଲିସର ପିଛା ଛାଡୁନି ସେଠାରେ ତ ହେଲେ ଜଣେ ପୁଲିସ ବାବୁ ସାପ୍ତାହିକ ସଟ ଡାଉନରେ ଫଳ ଦୋକାନ ହାୱା ଖାଉଥିଲେ।ଏଠି ଏ ବାବୁ ଦି ଜଣ ତ ପୁଲିସ ଭଳିଆ ଦେଖା ଯାଉଛନ୍ତି!!ହେଲେ ଫଳ ଦୋକା ନ ପାଖରେ କରୁଛନ୍ତି କଣ??କଣ ଗୋଟାଏ ଦୁଃଖ ସୁଖ ହେଉ ଥିବେ ନିଶ୍ଚୟ।କିନ୍ତୁ ଓଡ଼ିଶା ପୁଲିସକୁ ଏ ଫଳ ଦୋକାନ ଜଗିବା ବିବାଦୀୟ ନିଶା ଗ୍ରାସୁଛି କାହିଁକି?ଓହୋଃ କରୋନା କାଳରେ ଡାକ୍ତର ଭିଟାମିନ ସି, ଡି, ଆଦି ଉପରେ ଗୁରୁତ୍ଵ ଓ ପରାମର୍ଶ ଦେଉଥିଲେ ତ! ତେଣୁ ଫଳ ଦର ଯାହା,କିଣିକି ଫଳ ଖାଇ ନ ପାରିଲେ ‘ ବି ଆଘ୍ରାଣେ ଅର୍ଦ୍ଧ ଭୋଜନମ ‘ଚଳେଇ ନେବାକୁ ପଡିବ,ତେଣୁ ଫଳ ଦୋକାନ ପାଖରେ ଉଠ ବସ ହେଲେ ସି ଅଭାବ ଦୂର ହେବ ଭାବି…. ।ହେଲା ଯେ, ହେଲେ ଏ ଅମାନିଆ ସାର୍ ମାନେ ମୁହଁରେ ମାସ୍କ ନ ଦେଇ ଏମିତି କଣ ଘନ ଘୋର ଗପରେ ମଜ୍ଜି ଯାଇଛନ୍ତି କି ??ଫଳରେ ଫଳ କଥା ଭାବି ଭାବି ମାସ୍କ କଥା ମୁଣ୍ଡରୁ ଆଉଟ୍।ହଇଓ ଛତ୍ର ବଜାର ଷନଡ କଣ କାହାକୁ କୈଫିୟତ ଦିଏ??ଆଉ ତମେ କିଏ ଯେ ତମକୁ ଷଣ୍ଢ କୈଫିୟତ ଦବ?ଷଣ୍ଢ କାହାକୁ କୈଫିୟତ ନ ଦେଇ ନିଜ ଦିହ ପା ଜଗୁ ,ଆଉ ଫଳଦୋକାନ ହାୱା ଖାଇ ଭିଟାମିନ ସି ଅର୍ଜନ କରୁ।ମାସ୍କ ନ ଲାଗି ଥିବାରୁ ନିଜେ ନିଜ ଉପରେ ଆଗ ଜୋରି ମାନା ଲଗାଉ।ତା ପରେ ସାଧାରଣ ଲୋକଙ୍କୁ ଛନ୍ଦ ଲଗାଇ ଯେତେ ପାରେ ଦୁହିଁବ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]