ଦୁର୍ନିତି

ବିଦେଶୀ କୁକୁର ପୋଷି ଚାଷୀ ବିଲରୁ ପନି,ପରିବା ଚୋରିରେ କୁକୁରର ପେଟ ଭରୁଛନ୍ତି?ବୃତ୍ତିରେ ନକଲି ଓକିଲ!!! :ଭିଡିଓରେ ଗାଁ ଚାଷୀଙ୍କ ମୁହଁରୁ ଅଭିଯୋଗ ଶୁଣନ୍ତୁ

Spread the love
ନକଲିଓକିଲଙ୍କ ବିଦେଶୀ କୁକୁର ଖାଉଛି ଚାଷୀଙ୍କ ବିଲରୁ ଚୋରୀ କାକୁଡି,ଜହ୍ନି – ଜାଣନ୍ତି କି? ଶୁଣନ୍ତୁ ଭିଡିଓ ରେ ଗାଁ ର ଚାଷୀ ଜଣେ କଣ କହୁଛନ୍ତି

ବୃତ୍ତିରେ ନକଲି ଓକିଲ ବୋଲି ଚାରିଆଡ଼େ ହାଲା ଗୁଲ୍ଲା! ଥାନା ରେ ଏକାଧିକ ମାମଲା! ବିଦେଶୀ କୁକୁର ପୋଷିଛନ୍ତି ,କୁକୁର ପେଟ ଭରିବାକୁ ଚାଷୀ ବିଲରୁ ପନି,ପରିବା ଚୋରୀ କରୁଛନ୍ତି ବୋଲି ଅଭିଯୋଗ!! ଶୁଣନ୍ତୁ ଗାଁ ର ଚାଷୀ ସୋମନାଥ ପ୍ରଧାନ,ବ୍ରହ୍ମପୁର କଣ କହୁଛନ୍ତି।ଘଟଣା କଣ୍ଟାପଡ଼ା ତହସିଲ ଅଧିନସ୍ଥ ଦେବୀ-କନ୍ଦଳ ଦ୍ଵିପାଞ୍ଚଳ ର ଏକ ଗାଁ ର……।ସକାଳୁ ଉଠି ପୋଷିଥିବା ବିଦେଶୀ କୁକୁରକୁ ମଳ ତ୍ୟାଗ ନିମନ୍ତେ ବୁଲାଇ ନେବା ସହିତ ଚାଷରୁ ପେଟ ପୋଷୁଥିବା ଆଖ ପାଖ ଗାଁ ର ଚାଷୀଙ୍କ ବିଲରୁ କାକୁଡି,ଜହ୍ନି ଆଦି ଛିଣ୍ଡେଇ କୁକୁର ଆଗକୁ ପକାନ୍ତି ଓ କୁକୁର ତାହା ଖାଇ ମାଲିକ ସାଙ୍ଗରେ ଘରକୁ ଫେରେ।ନିଜକୁ ଓକିଲ କହୁ ଥିବାରୁ ଭୟରେ ଗାଁ ଲୋକେ ଘଟଣା ଦେଖି ମଧ୍ୟ ଥାନାକୁ ଯାଇ ପାରନ୍ତି ନାହିଁ ବୋଲି ନିଜେ ଚାଷୀ ସୋମ ନାଥ ପ୍ରଧାନ ଆଜି କହି ଛନ୍ତି।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]