ଦୁର୍ଘଟଣା

ବିଦ୍ୟୁତ୍ ଲାଇନରେ ଆଖୁ ବୋଝେଇ ଟ୍ରକ ଲାଗିଯିବାରୁ ଦୁର୍ଘଟଣା:ଅଳ୍ପରେ ବଞ୍ଚିଗଲା ଧନ,ଜୀବନ;ବିଦ୍ୟୁତ ସଂଯୋଗ ସୁଧାରିବା ଦାବିରେ ଗ୍ରାହକଙ୍କ ଟ୍ରକକୁ ଅଟକ

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା ପ୍ରତିନିଧି(ଭଗବାନ ଭୋଇ) କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା ଅନ୍ତର୍ଗତ,ଗୋବିନ୍ଦପୁର ଥାନା ଖଣ୍ଡସାଇଲୋ ପାଞ୍ଚଘରିଆ ଠାରେ ଆଜି ଅପରାହ୍ନରେ ସଂକୀର୍ଣ୍ଣ କେନାଲ ବନ୍ଧ ରାସ୍ତାରେ ସ୍ଥାନୀୟ ଚାଷୀଙ୍କ ବିଲରୁ କଟାଯାଇଥିବା ଓ ଓଭର ଲୋଡ ଏକ ବଡ଼ ଆଖୁ ବୋଝେଇ ଟ୍ରକ ଆସୁଥିବା ବେଳେ ଉପରେ ଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି।ଘଟଣା ସ୍ଥଳରେ ନିଆଁ ଝୁଲ ସବୁ ଖସିବା ସହିତ ବିଦ୍ୟୁତ୍ ତାର ଗୁଡ଼ିକ ଗାଡ଼ିରେ ଲାଗି ଛିଣ୍ଡି ଯାଇଥିଲା ଓ ରାସ୍ତାରେ ପଡ଼ିଥିଲା। ଗ୍ରାହକ ମାନେ ଏକଜୁଟ ହୋଇ ସଂଯୋଗ ମରାମତି ଦାବିିରେ ସଂପୃକ୍ତ ଟ୍ରକକୁ ଅଟକ ରଖିଛନ୍ତିବିିିିିିଭାଗିୟ କର୍ମଚାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି

Leave a Reply

Your email address will not be published. Required fields are marked *

ହାଇଟେକ୍ ଦୁର୍ଘଟଣା:ମୃତକ କିଏ,ଶବ ସତ୍କାର ହେଲା କାହାର??

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା (ନି.ପ୍ର)/ବ୍ୟୁରୋଚିଫ୍ ଦୁର୍ଘଟଣା ଓ ମୃତ୍ୟୁ ଅବଶ୍ୟମ୍ଭାବୀ,କାହାର […]

ତୀର୍ଥଯାତ୍ରା ପାଲଟିଲା ଶିକ୍ଷକଙ୍କ ମହାଯାତ୍ରା!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)୨୯/୦୫ କଟକ ଜିଲ୍ଲା,ଗୋବିନ୍ଦପୁର ଥାନା ଅନ୍ତର୍ଗତ,ଚଉପଡା ଗ୍ରାମ […]

ସମ୍ପତ୍ତି ଉଇଲ୍ ନ କରିବାରୁ ମରଣାନ୍ତକ ଆକ୍ରମଣ:ରାସ୍ତାରେ ଶବ ରଖି ଆନ୍ଦୋଳନ।

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,ଗୋବିନ୍ଦପୁର ଥାନା ଅନ୍ତର୍ଗତ ଉରାଡ […]