ଅଂଚଳ ଖବର ଜିଲ୍ଲାଖବର

ବିଦ୍ୟୁତ ସଂଯୋଗ ଦାବୀରେ’ଫନି’ପିଡୀତକଂ ବିଦ୍ୟୁତ କାଯ୍ୟାଳୟ ସମ୍ମୁଖରେ ଧାରଣା

Spread the love

କଟକ/କଣ୍ଟାପଡା/ ଖୋର୍ଦ୍ଧା ୧୦।୯(ସ୍ୱ.ପ୍ର) – ଖୋର୍ଦ୍ଧା ଜିଲ୍ଲା, ପ୍ରତାପରୁଦ୍ରପୁର ଗ୍ରାମ ପଂଚାୟତ ଆଣ୍ଠୁୁ ଆରୀ ଗ୍ରାମର କାହ୍ନୁ ଚରଣନାୟକ ନାମକ ଜଣେ ଫନି ପିଡୀତ ବ୍ୟକ୍ତି ଦୀର୍ଘଦିନ ହେଲା ବିଦ୍ୟୁତ ଲାଇନ ସଂଯୋଗ ପାଉ ନଥିବା ପ୍ରତିବାଦରେ ଆଜି ପୂର୍ବାହ୍ନରୁ ସେସୁର କଟକ ଜିଲ୍ଲା ଅଡଶପୁର ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେକ୍ସନର ବିଦ୍ୟୁତ କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ଥିବାରୁ ଘଟଣାର ସବିଶେଷ ଜଣାପଡି ନଥିଲା । ଗୋପାଳପୁରସ୍ଥିତ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଇଂ ଚନ୍ଦ୍ରଭାନୁ ମହାନ୍ତିକୁଂ ଯୋଗାଯୋଗ କରାଯିବାରେ ସେ ପଦକ୍ଷେପ ନେଇଥିଲେ ତାଂକ ସୂଚନାନୁଯାୟୀ ଲାଇନମ୍ୟାନକୁଂ ଘଟଣାସ୍ଥଳକୁ ପଠାଯାଇ ତୁରନ୍ତ ସଂଯୋଗ ଦିଆ ଯାଇସାରିଲାଣି

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]