ଦୁର୍ନିତି

ମୋଦିଜୀକଂ ଜନ୍ମଦିନରେ ‘ନିରତାର’ରେ ରୋଗୀକୁଂ ଫଳବଣ୍ଟନ

Spread the love

କଣ୍ଟାପଡା ୧୭।୯ (ନି.ପ୍ର) ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀକଂ ଜନ୍ମଦିନ ଉପଲକ୍ଷେ ଆଜିପୂର୍ବାହ୍ନ ରେ ଓଲଟପୁର ସ୍ଥିତ ଜାତୀୟ ଭିନ୍ନକ୍ଷମ ଅନୁଷ୍ଠାନନିରତାର’ରେ ନିଆଳି ବିଜେପି ପକ୍ଷରୁ ଶଯ୍ୟାରେ ଥିବା ୧୫୦ ଜଣ ରୋଗୀକୁଂ ଫଳପୁଡିଆ ବଣ୍ଟନ କରାଯାଇଥିଲାକାର୍ଯ୍ୟକ୍ରମକୁ ନିରତାର ନିର୍ଦ୍ଦେଶକ ଡାକ୍ତର ଶକ୍ତିପ୍ରସାଦ ଦାସ ଉଦଘାଟନ କରିଥିଲେ। ବିଜେପିର ରାଜେନ୍ଦ୍ର ପ୍ରସାଦ ପଣ୍ଡା ,ନିଆଳି ବ୍ଲକର ପୂର୍ବତନ ଚେୟାରମ୍ୟାନ ନ୍ୟାୟବ୍ରତ ରାଉତ,କଣ୍ଟାପଡା ବ୍ଲକର ପୂର୍ବତନ ଚେୟାରମ୍ୟାନ ବିଷ୍ଣୁପ୍ରିୟା ପ୍ରଧାନ,ବିଜେପି ରାଜ୍ୟ କ୍ରୁଷକମୋର୍ଚ୍ଚା ମୁଖ୍ୟ ଇଂରବିନାରାୟଣମହାପାତ୍ର,ଛବିମଲ୍ଲିକ,ବିଶ୍ୱମ୍ବର ଜେନାକଂ ସମେତ୫୦ରୁ ଉର୍ଦ୍ଦ୍ୱକର୍ମୀ ଉପସ୍ଥିତ ଥିଲେତେବେ ଦଳରେ ତୀବ୍ର ଗୋଷ୍ଠୀ ବିବାଦ ଆଜି ସ୍ପଷ୍ଟ ବାରି ହୋଇପଡିଥିଲା।ଅପର ଦୁଇଗୋଷ୍ଠୀର ଅଧିକାଂଶ ଛାମୁଆ କର୍ମୀକୁଂ ଆଜି ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା। କେତେକକୁଂ ପଚାରିବାରୁ ତାଂକୁ ଡକାଯାଇ ନଥିବା ସେମାନେ କହିଥିଲେ। ସୂଚନାଯୋଗ୍ୟ କି ବିଧାନସଭା ନିର୍ବାଚନରେ ବିଜେପିରୁ ଅନ୍ୟତମ ଟିକେଟ ଆଶାୟୀ ସୁଶାନ୍ତ ମଲ୍ଲିକ ଓ ବେଣୁଧର ବେହେରା ନିରାଶ ହେବାପରେ ଏବେ ବି ସେମାନେ ବିଜେପି ଦଳ ପାଇଁ କାର୍ଯ୍ୟ କରୁଥିଲେହେଁ ବିଭେଦ ଲାଗି ରହିଛି

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]