breaking News ଦୁର୍ନିତି ରାଜ୍ୟଖବର

ଯୋଗାଣ ବିଭାଗ ଡିଲରକଂ କାରନାମା:ପୋଖରୀ ହୁଡାରେ ସି.ସି ଟିଭି କ୍ୟାମେରା ଲଗାଇ ସ୍ନାନ,ଶୌଚ କରୁଥିବା ଝିଅ ବୋହୁକଂ ନଗ୍ନ ଦେହ ଦେଖୁଛନ୍ତି!

Spread the love

ବିବାଦ ଯେମିତି ଯୋଗାଣ ବିଭାଗର ପିଛା ଛାଡୁନାହିଁ। ସେଥିରେ ଜଣେ ଡିଲରକଂ ବିରୁଦ୍ଧରେ ଥିବା ମ୍ରୁତ ଲୋକ ମାନକୁଂ ବର୍ଷ ବର୍ଷ ଧରି ରାସନ ଯୋଗାଉଥିବା ଭଳି ଗୁରୁତର ଅଭିଯୋଗ ମାନକଂର କାଗଜାତ ପ୍ରମାଣ ସତ୍ତ୍ୱେ,ଏବେ ତାଂକ ବିରୁଦ୍ଧରେ ସ୍ଥାନୀୟ ଅଂଚଳରେ ସଂଗୀନ ଅଭିଯୋଗ ମୁଣ୍ଡ ଟେକିଛି।ମିଳିଥିବା ଅଭିଯୋଗ ଅନୁଯାୟୀ,ଗତ ପ୍ରାୟ ୪ ମାସ ତଳେ ଅଡଶପୁର ଗ୍ରାମ ପଂଚାୟତ ଅଧୀନସ୍ଥ ତାରା ପୋଖରୀ ନିଲାମ ହୋଇଥିଲା ଏହାକୁ ପତିତପାବନ ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀ ମତ୍ସ୍ୟଦିଆ ନିଲାମରେ ନେଇଥିଲେ। ତେବେ ଗୋଷ୍ଠୀର ସଦସ୍ୟ ନ ଥିବା ଜଣେ ଯୋଗାଣ ବିଭାଗ ଡିଲର ପୋଖରୀ ହୁଡାରେ ସି.ସି. ଟି.ଭି ଖଂଜି ପୋଖରୀକୁ ସ୍ନାନ,ଶୌଚ ନିମନ୍ତେ ପ୍ରତ୍ୟେହ ଆସୁଥିବା ଝିଅ ବୋହୁ ମାନକଂ ନଗ୍ନ ଶରୀରକୁ ନିଜଘରେ ବସି ଦେଖୁଥିବା ଭଳି ଗୁରୁତର ଅଭିଯୋଗ ହୋଇଛି ।ଫଳରେ ସ୍ଥାନୀୟ ଅଂଚଳରେ ଏଥିନେଇ ଆପତ୍ତି ପ୍ରକାଶ ପାଇବା ଓ ଏହା କ୍ରମଶଃ ଚାପାଉତ୍ତେଜନା ଆଡକୁ ଯାଉଥିବା ସୂଚନା ମିଳିଛି।ମହିଳା ଗୋଷ୍ଠୀ ଓ ପୋଖରୀ ସହ ଏହାକଂ ସଂପର୍କ କଣ?ସେଥିନେଇ ଭିନ୍ନ ଭିନ୍ନ କଥା ଶୁଣାଯାଉଛି।ନିୟମାନୁଯାୟୀ,ସରକାରୀ ଜଳାଧାର ଯେ ବି ନିଲାମ ନେଲେ ସର୍ବସାଧାରଣକୁଂ ସ୍ନାନ ଶୌଚ ପାଇଁ ବାରଣ କରାଯାଇପାରିବ ନାହିଁ।ପୋଖରୀ ହୁଡାରେ ପ୍ରାୟ ୪ଟି ସି.ସି ଟି.ଭି କ୍ୟାମେରା ଲଗାଯାଇଥିବାରୁ ୩ଟି ତୁଠ ମଧ୍ୟରୁ କୌଣସିଟି ମହିଳା ମାନକଂ ସ୍ନାନ ଶୌଚ ନିମନ୍ତେ ନିରାପଦ ନୁହେଁ।ରାଜ୍ୟ ଓ ଜିଲ୍ଲା ପୁଲିସ ମୁଖ୍ୟ ଏପରି ସମ୍ବେଦନ ଶୀଳ ଘଟଣାକୁ ଗୁରୁତର ସହ ନ ନେଲେ ମହିଳାକଂ ସମ୍ମାନ ହାନୀରୁ ରକ୍ଷା ମିଳିବା ଅସମ୍ଭବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]